Browsing Tag

From snack factory in Odisha to the indian army

ଓଡ଼ିଶାର ସ୍ନାକ୍‌ ଫ୍ୟାକ୍ଟ୍ରିରେ ୫୦ ଟଙ୍କାରେ କାମ କରୁଥିବା ସେଦିନର ଯୁବକ ଆଜି ଆର୍ମି ଅଫିସର

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ । ଦୃଢ଼ ମନୋବଳ ପାଖରେ ସବୁ ବାଧା ବିଘ୍ନ ହାର ମାନିଥାଏ । ଦିନେ ଓଡ଼ିଶାର ଏକ ସ୍ନାକ୍‌ ଫ୍ୟାକ୍ଟ୍ରିରେ ମାତ୍ର ୫୦ ଟଙ୍କାରେ କାମ କରୁଥିଲେ ଏହି ଯୁବକ । ଆଜି ନିଜକୁ ଆର୍ମି ଅଫିସର ଭାବେ ଗଢ଼ିତୋଳି ପାରିଛନ୍ତି । ତାଙ୍କର ଏହି ନିଷ୍ଠା ଓ ଅଧ୍ୟବସାୟ ପାଇଁ…