Browsing Tag

frozen ice

ଆମେରିକାର ଟେକ୍ସାସ ସହରରେ ଭୟଙ୍କର ଥଣ୍ଡା ପ୍ରକୋପ : ଘର ଭିତରେ ଫ୍ଯାନ, ପାଣି ସବୁକିଛି ପାଲଟିଲା ବରଫ

ବରଫ ଦେଖିବାକୁ ଆମ ସମସ୍ତଙ୍କୁ ପସନ୍ଦ ରହିଥାଏ। ଏଥିପାଇଁ ଲୋକ ଥଣ୍ଡା ଏବଂ ବରଫ ଜାଗାକୁ ବୁଲିବାକୁ ଯାଇଥାନ୍ତି। କିନ୍ତୁ କେବେ ଘର ଭିତରେ ବରଫ ଜମିଥିବା ଦେଖିଛନ୍ତି କି ? ହୁଏତ ନାହିଁ। ଏମିତି ସ୍ଥିତି ଏବେ ଆମେରିକାରେ ଦେଖାଦେଇଛି। ସେଠାର ଲୋକେ କେବେ ଭାବି ନଥିବେ କି କେବେ ଏତେ ଅଧିକ ଥଣ୍ଡା…