Browsing Tag

fruit instead of plastic

ମନ କିଣିନେଲା ଏହି ଜୁସ୍‌ ଦୋକାନ, ପ୍ଲାଷ୍ଟିକ୍‌ ବଦଳରେ ଗ୍ରାହକଙ୍କୁ ଫଳ ଖୋଲରେ ପିଇବାକୁ ଦେଉଛି ଜୁସ୍‌

ସାରା ବିଶ୍ୱକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ଏବେ ସବୁଠି ପ୍ରୟାସ ଜାରି ରହିଛି। ପ୍ଲାଷ୍ଟିକ୍‌ ଏମିତି ଏକ ଆବର୍ଜନା, ଯାହା ସମ୍ପୂର୍ଣ୍ଣ ମାଟିରେ ମିଶିବା ପାଇଁ ହଜାର ହଜାର ବର୍ଷ ଲାଗିଥାଏ। ପାହାଡ଼, ଜଙ୍ଗଲ, ସମୁଦ୍ର, ସବୁ ଜାଗାରେ ଏହା ନିଜର କାୟା ବିସ୍ତାର କରିଦେଇଛି। ମାଛଗୁଡ଼ିକ ଏହାକୁ…