Browsing Tag

Fruit Tips

ଦିନର କେଉଁ ସମୟରେ ଫଳ ଆହାର କରିବା ସର୍ବୋତ୍ତମ, ଜାଣନ୍ତୁ କ’ଣ କହୁଛି ଆୟୁର୍ବେଦ

ଅଧିକାଂଶ ଲୋକ ଖାଦ୍ୟ ଖାଇବା ପରେ ଫଳ ଖାଇବାକୁ ଇଚ୍ଛା କରିଥାଆନ୍ତି। ଅଫିସ ହେଉ କି ଘର, ଖାଇବା ପରେ ଫଳ ଖାଇବା ସାଧାରଣ କଥା। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏମିତି ଅନେକ ଫଳ ଅଛି, ଯାହାକୁ ଖାଇବା ପରେ ଆଦୌ ଖାଇବା ଉଚିତ ନୁହେଁ। ଯଦି ଆପଣ ଏହି ଫଳଗୁଡ଼ିକୁ ଭୋଜନ ପରେ ଖାଇବେ, ତ ଲାଭ କମ୍‌,…