Browsing Tag

fruits

ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା ଦ୍ୱାରା ହୋଇଥାଏ ଏହି ଗମ୍ଭୀର ସମସ୍ୟା, ଜାଣି ନିଅନ୍ତୁ ଓ ସତର୍କ ରୁହନ୍ତୁ

ଫଳ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ, ମିନେରାଲସ ଓ ପୌଷ୍ଟିକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ତଥା ନିରୋଗ ରଖେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫଳକୁ ଠିକ ସମୟରେ ଖାଇବା ଦ୍ୱାରା ଲାଭ ମିଳୁଥିବା ବେଳେ ଅବେଳରେ ଖାଇଲେ ଏହା…

Mulberry ଖାଆନ୍ତୁ , ଖରାରେ ବିପି ସମସ୍ୟାରୁ ନିଜକୁ ଦୂରେଇ ରଖନ୍ତୁ

ପନିପରିବା ସହିତ ଫଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପଯୋଗୀ ହୋଇଥାଏ । ତେବେ ସମସ୍ତଙ୍କୁ ସବୁ ଫଳ ଭଲ ଲାଗିନଥାଏ। ଲୋକମାନେ ପ୍ରାୟତଃ ନିଜ ମନପସନ୍ଦ ଫଳ ଖାଇବାକୁ ଆଗ୍ରହୀ ଥାନ୍ତି। ଏମିତିରେ ସେମାନେ ସିମୀତ ଆକାରରେ ଲାଭ ପାଇଥାନ୍ତି।ଡାକ୍ତରଙ୍କ କହିବା ଅନୁସାରେ ସବୁ ଫଳର ନିଜସ୍ୱ ଗୁଣ ରହିଛି।…

ହଳଦିଆ ଦାନ୍ତକୁ ସଫା କରିବ ଏହି ଫଳ, ନିଜ ଖାଦ୍ୟରେ କରନ୍ତୁ ଆଡ଼

ସମସ୍ତେ ଚାହାନ୍ତି ଭଲ ବ୍ୟକ୍ତିତ୍ଵ। ସେଥିପାଇଁ ପର୍ସନାଲିଟି ଡେଭେଲୋପଏଣ୍ଟ କ୍ଲାସ ମଧ୍ୟ ଅନେକ ଲୋକ ଅଟେଣ୍ଡ କରନ୍ତି। ଆପଣ ଜାଣିଥିବେ ଅନେକ ଲୋକଙ୍କ ଦାନ୍ତ ହଳଦିଆ ଦେଖାଯାଏ । ଯାହପାଇଁ ସେମାନେ ଅନେକ କିଛି କରିଥାଆନ୍ତି। କିନ୍ତୁ ଏହି ହଳଦିଆ ଦାନ୍ତଠାରୁ ଦୂରରେ ରହିବାକୁ ଆପଣଙ୍କୁ ଆପଣେଇବାକୁ…

ସୂର୍ଯ୍ୟାସ୍ତ ପରେ କାହିଁକି ଖାଇବା ଉଚିତ ନୁହେଁ ଫଳ? ଆଜି ହିଁ ଛାଡ଼ି ଦିଅନ୍ତୁ ଏହି ଅଭ୍ୟାସ, ନଚେତ୍‌ ଶରୀର ଭୋଗିବ କଷ୍ଟ

ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହାକି ଜଣେ ବ୍ୟକ୍ତିକୁ ସୁସ୍ଥ ରଖିବାରେ ଅତି ଆବଶ୍ୟକ ହୁଏ। କିନ୍ତୁ କ’ଣ ଆପଣ ଜାଣନ୍ତି, ଫଳ ଖାଇବାର ଠିକ୍‌ ସମୟ କ’ଣ? ବହୁତ ଲୋକ ସନ୍ଧ୍ୟା ସମୟରେ ନଚେତ୍‌ ଡିନର ପରେ ଫଳ ସେବନ କରିଥାଆନ୍ତି।…

କ’ଣ ଆପଣ ଖାଲି ପେଟରେ ଏହିସବୁ ଫଳ ଖାଉଛନ୍ତି କି? ଫାଇଦା ବଦଳରେ ଶରୀରରେ ହୋଇପାରେ ଅନେକ କ୍ଷତି

ସମସ୍ତେ ଜାଣିଥାନ୍ତି ଯେ ଫଳରେ ଭିଟାମିନ୍, ଫାଇବର, ଫ୍ଲାଭୋନାଏଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ବିଭିନ୍ନ ପୋଷକ ତତ୍ତ୍ୱ ରହିଥାଏ। ଏହି କାରଣଗୁଡିକ ପାଇଁ, ସ୍ୱାସ୍ଥ୍ୟକୁ ଶକ୍ତିଶାଳୀ ରଖିବା ପାଇଁ ଫଳ ଖାଇବା ପରାମର୍ଶଦାୟକ, କିନ୍ତୁ ଅନେକ ଥର ଦେଖାଯାଏ ଯେ ଲୋକମାନେ ସକାଳୁ ଉଠିବା ମାତ୍ରେ ଖାଲି…

ରାସ୍ତା କଡରେ ଆରମ୍ଭ ହୋଇଯାଇଛି ତାଳ ବିକ୍ରୀ: ଆଜିବି ଖାଇବା ପାଇଁ ଗ୍ରାହକଙ୍କ ଦେଖିବାକୁ ମିଳୁଛି ଭିଡ

ଭଞ୍ଜନଗର : ଋତୁ ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର ଫଳ,ଫୁଲ ଓ ଖାଦ୍ଯ ବଜାରରେ ବିକ୍ରୀ ହୋଇଥାଏ । ଏହି ପରିପେକ୍ଷୀରେ ଗ୍ରୀଷ୍ମ ଋତୁରେ ସବୁଠାରୁ ନିଆରା ଓ ରୁଚିକର ଫଳ ହେଉଛି ତାଳ । ଖରାଦିନେ ପିଲାଠୁ ବୁଢା ସମସ୍ତଙ୍କ ମନ ପସନ୍ଦ ଏହି ମନୋହର ଫଳ । ତେବେ ବର୍ତ୍ତମାନ ରାସ୍ତା କଡରେ ଗଛ ଛାଇ ତଳେ…

ଶୀତ ଋତୁରେ ଖାଆନ୍ତୁ ଏହି ସବୁ ଫଳ, ବ୍ଲଡ଼ ସୁଗାର ସହ ନିୟନ୍ତ୍ରଣରେ ରହିବ ରକ୍ତଚାପ

ଶୀତ ଋତୁରେ ସାଧାରଣତଃ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ଏହି ଋତୁରେ ଲୋକେ ଟିକେ ଅଧିକ ଅଳସୁଆ ହେବା ସହ ନିଜ ଖାଦ୍ୟ ପେୟ ପ୍ରତି ସେତେଟା ଧ୍ୟାନ ଦେଇ ନଥାନ୍ତି । କିନ୍ତୁ ଆପଣ ଯଦି ନିଜ ଖାଦ୍ୟ ପେୟ ପ୍ରତି ସାମାନ୍ୟ ସଚେତନ ରହିବେ ତେବେ ନିଶ୍ଚିତ ରୂପେ ରୋଗ ମାନଙ୍କ ଠାରୁ ନିଜକୁ…

ଆୟୁର୍ବେଦର ଏହି ନିୟମ ଗୁଡିକୁ ପାଳନ କରି କରନ୍ତୁ ଫଳ ସେବନ

ଫଳ ପ୍ରକୃତିର ଏକ ଅନନ୍ୟ ବରଦାନ । ଏହାକୁ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ମନ ମଧ୍ୟ ପ୍ରଫୁଲ୍ଲ ରହିଥାଏ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହାକୁ ଖାଇବା ଦ୍ୱାରା ଶରୀରରେ ମୋଟା ପଣ ବଢ଼ିନଥାଏ କି ଚର୍ବି ମଧ୍ୟ ଜମି ନଥାଏ । କିନ୍ତୁ ପ୍ରକୃତିର ଏହି ଅନନ୍ୟ ଅବଦାନକୁ ଖାଇବା ସମୟରେ କେତେ ଗୁଡିଏ…

ଜାଣନ୍ତୁ ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ନା ଖରାପ ?

ଆମେ ସବୁ ଖାଇବା ପରେ ଖାସ କରି ରାତିରେ ମିଠା ଖାଇବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଆଇସକ୍ରୀମ ଖାଇଥାନ୍ତି ତ ଆଉ କେହି ଫଳ ଖାଇଥାନ୍ତି। ଅନ୍ୟପଟେ ଡାଇଟୀସିୟନ କହନ୍ତି ରାତିରେ ଖାସ କରି ଶୋଇବା ପୂର୍ବରୁ ଫଳ ଖାଇବା ଉଚିତ ନୁହେଁ କାରଣ ଆପଣଙ୍କ ଶରୀର ସେହି ସମୟରେ ଆରାମ କରିବା ସ୍ଥିତିରେ…

ଚୋପା ସହ ଖାଆନ୍ତୁ ଏହି ଫଳ, ମିଳିବ ଚମତ୍କାରୀ ଫାଇଦା

ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀର ସୁସ୍ଥ ରଖିବା ପାଇଁ ନାନାଧି ପ୍ରକାରର ଉପଚାର କରିଥାନ୍ତି। ଖାସ କରି ଖାଦ୍ୟପେୟର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ସହ ଏନେଇ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି ।ଆଜି ଆମେ ଏନେଇ କିଛି ଏପରି ଫଳ ବିଷୟରେ କହିବାକୁ ଯାଉଛୁ ଯାହାର ସେବନ ଚୋପା ସହ କରିବା…

ସାବଧାନ ପ୍ଲାଷ୍ଟିକ ବ୍ୟାଗରେ ଫଳ ରଖୁଛନ୍ତି କି ତେବେ ପଡି ପାରନ୍ତି ଏହି ରୋଗରେ !

କଣ ଆପଣ ପରିବା କିମ୍ବା ଫଳ ପ୍ଲାଷ୍ଟିକ ବା ପଲିଥିନ୍‌ ବ୍ୟାଗରେ ଆଣି ସିଧା ଫ୍ରିଜ୍‌ ଭିତରେ ରଖି ଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତି କାରକ ହୋଇପାରେ । କାହିଁକିନା ପ୍ଲାଷ୍ଟିକ ବ୍ୟାଗରେ ଥିବା ପରିବା ପାଖରେ ଖୋଲା ପବନ ପହଞ୍ଚି ନଥାଏ ତେଣୁ ଏହା ଜଲଦି ଖରାପ…