Browsing Tag

fuel

ପଶ୍ଚିମ ଓଡ଼ିଶାରେ ତୈଳ ସଂକଟ: ଅଧିକାଂଶ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ

କେନ୍ୟୁଜ: ପଶ୍ଚିମ ଓଡ଼ିଶାରେ ତୈଳ ସଂକଟ । ଅଧିକାଂଶ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ । ଝାରସୁଗୁଡ଼ାକୁ ପାଇପଲାଇନରେ ପେଟ୍ରୋଲ, ଡିଜେଲ ଯୋଗାଣ ବନ୍ଦ । ପଶ୍ଚିମ ଓଡ଼ିଶାର ଏସାର, ରିଲାଏନ୍ସ ଆଦି ଘରୋଇ ପେଟ୍ରୋଲ ପମ୍ପଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦେବା ବନ୍ଦ କରିଦେଲେଣି । ବିପିସିଏଲ, ଏଚପିସିଏଲର ଅଧିକାଂଶ…

ଗାଡି ଟାଙ୍କିରେ ଫୁଲ୍‌ ତେଲ ପକାଇବେ କି ନାହିଁ, ଭାଇରଲ ହେଉଥିବା ମେସେଜ ଗୁଜବ ବୋଲି କହିଲା ଇଣ୍ଡିଆନ ଅଏଲ୍‌

ଗାଡିର ଟାଙ୍କିରେ ତେଲ ଫୁଲ କରି ରଖିବା କିଛି ଲୋକଙ୍କର ଅଭ୍ୟାସ। ସେମାନେ ପେଟ୍ରୋଲ ପମ୍ପ ଲାଇନରେ ଠିଆ ହେବାକୁ ଭଲ ପାଆନ୍ତି ନାହିଁ। ତେଣୁ ଟାଙ୍କିକୁ ଫୁଲ କରି ରଖନ୍ତି। ଗରମ ଦିନରେ ଗାଡି ଟାଙ୍କି ଫୁଲ୍‌ କରିବା ବିପଦଜନକ ହୋଇପାରେ। ଯଦି ଆପଣଙ୍କ ପାଖକୁ ଏମିତି କିଛି ମେସେଜ ଆସୁଛି, ତେବେ…

ପେଟ୍ରୋଲ- ଡିଜେଲର ବିକଳ୍ପ ‘ଫ୍ଲେକ୍ସ ଫୁଏଲ୍‌’, ଜାଣନ୍ତୁ ଏହାର ଲାଭ-କ୍ଷତି ସମ୍ପର୍କରେ

ଫ୍ଲେକ୍ସ ଫୁଏଲ୍‌ ବା ଫ୍ଲେକ୍ସିବଲ୍‌ ଫୁଏଲ ହେଉଛି ପେଟ୍ରୋଲ ଓ ଡିଜେଲ୍‌ର ବିକଳ୍ପ। ଏହି ଇନ୍ଧନ ଗାଡ଼ିରେ ପକାଇଲେ ଗାଡ଼ି ସାଧାରଣ ଭାବେ ଚଳାଚଳ କରିପାରିବ। ଏହା ଗ୍ୟାସୋଲିନ୍‌ ଓ ମିଥାନଲ୍‌ କିମ୍ବା ଇଥାନଲ୍‌ର ମିଶ୍ରଣରେ ତିଆରି। ଫ୍ଲେକ୍ସ ଫୁଏଲ୍‌ ଗାଡ଼ି ଗୁଡ଼ିକର ଇଞ୍ଜିନ୍‌ ଏଭଳି ଢଙ୍ଗରେ ତିଆରି…

ପେଟ୍ରୋଲ- ଡିଜେଲ ନୁହଁ ଏଠାରେ କ୍ୟାକ୍ଟସ୍ ଜୁସରେ ଚାଲୁଛି କାର, ଏପରି କରୁଛନ୍ତି ବ୍ୟବହାର

ମେକ୍ସିକୋ : ଆପଣ ସାଧାରଣତଃ ପେଟ୍ରୋଲ, ଡିଜେଲ ଏବଂ ସିଏନଜିରେ ଗାଡି ଚାଲୁଥିବା ବିଷୟରେ ଶୁଣିଥିବେ। କିନ୍ତୁ କେବେ କୌଣସି କାର କ୍ୟାକ୍ଟସ ଜୁସ ଦ୍ବାରା ଚାଲିବାର ଶୁଣିଛନ୍ତି କି ? ବୋଧ ହୁଏ ଆପଣ ଶୁଣିନଥିବେ କିନ୍ତୁ ମେକ୍ସିକୋର ଲୋକମାନେ ଏପରି କାର ଚାଳନା କରୁଛନ୍ତି। ମେକ୍ସିକୋର ଏକ କମ୍ପାନି…

ଦର ଦୌଡରେ ହାରିଗଲା ପେଟ୍ରୋଲ୍, ଜିତିଗଲା ଡିଜେଲ୍

ଭୁବନେଶ୍ବର : ଇତିହାସରେ ପ୍ରଥମ । ସର୍ବକାଳୀନ ରେକର୍ଡ କରିଛି ଡିଜେଲ ଦର। ପେଟ୍ରୋଲ ଦରକୁ ଟପିଛି ଡିଜେଲ । ଭୁବନେଶ୍ୱର ଆଜିର ପେଟ୍ରୋଲ ୮୦ଟଙ୍କା ୬୫ ପଇସା ଥିବା ବେଳେ ଡିଜେଲ ଦର ରହିଛି ୮୦ ଟଙ୍କା ୭୮ ପଇସା । ଚଳିତ ମାସ ୧୬ ତାରିଖରେ ରେକର୍ଡ ସ୍ତରରେ ପହଂଚିଥିଲା ତେଲ ଦର । ପେଟ୍ରୋଲ ଦର…