Browsing Tag

Fuel price cut

୧୨ଟି ରାଜ୍ୟରେ ୫ ଟଙ୍କା ଲେଖାଏଁ କମିଲା ତୈଳ ଦର; ଓଡ଼ିଶାରେ କେବେ ?

ନୂଆଦିଲ୍ଲୀ : ଗତକାଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଆଜି ଦେଶର ୧୨ଟି ରାଜ୍ୟ ତୈଳ ଦରରେ ୨.୫୦ ପଇସା କମ୍ କରିଛନ୍ତି । ତେବେ ଏଥିରୁ ଅଧିକାଂଶ ହେଉଛନ୍ତି ଭାରତୀୟ ଜନତା ଦଳ ଶାସିତ ରାଜ୍ୟ । ଏହି ସବୁ ରାଜ୍ୟ ସରକାର ଭାଟ୍ କମ୍ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨.୫୦ ପଇସା ଲେଖାଏଁ…