Browsing Tag

FUEL PRICE CUT BY WESTBENGAL

ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ଟଙ୍କାଟିଏ କମାଇଲେ ପଶ୍ଚିମବଙ୍ଗ ସରକାର

କୋଲକାତା : ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ଟିକସ ଛାଡ଼ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଯାହାଫଳରେ ଉଭୟ ତୈଳ ଦର ୧ ଟଙ୍କା ଲେଖାଏଁ କମିବ । ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶ ପରେ ଟିକସ କମାଇବାରେ ପଶ୍ଚିମବଙ୍ଗ ହେଉଛି ୩ୟ ରାଜ୍ୟ । ଏ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା…