Browsing Tag

fuel price hike

ବିଜୁଳି ଦର ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି, ଆସନ୍ତାକାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଧାରଣା

ଭୁବନେଶ୍ୱର (କେନ୍ୟୁଜ) : ବିଜୁଳି ଦର ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି। ଆସନ୍ତାକାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ଧାରଣା ଚାଲିବ। ଦଳର ଅଭିଯୋଗ, ବିଧାନସଭାରେ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ ଉଠିଥିଲା। ରିଭ୍ୟୁ ପିଟିସନ OERCରେ ଦାଖଲ କରିବେ ବୋଲି ସରକାର କହିଥିଲେ । ହେଲେ ତାହା…

ପୁଣି ମହଙ୍ଗା ମାଡ଼: ପେଟ୍ରୋଲ ଓ ଡିଜେଲର ଏକ୍ସାଇଜ୍‌ ଡ୍ୟୁଟି ଲିଟର ପ୍ରତି ୩ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ଼ । ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ୍‌ ଡ୍ୟୁଟି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଓ ଡିଜେଲର ଏକ୍ସାଇଜ୍‌ ଡ୍ୟୁଟି ଲିଟର ପ୍ରତି ୩ ଟଙ୍କା ବୃଦ୍ଧି କରାଯାଇଛି । କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ…

ଅଢ଼େଇ ଟଙ୍କା ଖସିଲା, ଅଢ଼େଇ ଦିନ ବି ଯାଇନି ବଢ଼ି ଚାଲିଛି ତୈଳ ଦର

ଦିଲ୍ଲୀ(କେନ୍ଯୁଜ୍) : ତୈଳ ଦର ଉପରେ ଅଢ଼େଇ ଟଙ୍କା ହ୍ରାସ ଘୋଷଣା କଲେ କେନ୍ଦ୍ର ସରକାର । ଅଢ଼େଇ ଦିନ ଯାଇନି ଲଗାତାର ଦାମ୍‌ ବଢ଼ି ଚାଲିଛି । ଆଜି ପୁଣି ପେଟ୍ରୋଲ ଦର ଲିଟର ପ୍ରତି ୧୮ ପଇସା ଓ ଡିଜେଲ୍‌ ୨୯ ପଇସା ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଦାମ୍‌ ୮୧ ଟଙ୍କା…