Browsing Tag

fuel Price reduced

ଗ୍ରାହକଙ୍କୁ ଦଶହରା ଭେଟି ଦେଲେ ମୋଦି ସରକାର , କମାଇଲେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର

ଗ୍ରାହକଙ୍କ ପାଇଁ ଖୁସି ଖବର । କମିଲା ତୈଳ ଦର । ପେଟ୍ରୋଲ ଓ ଡିଜେଲ୍‌ ଦର ଲିଟର ପ୍ରତି ଅଢ଼େଇ ଟଙ୍କା ଶସ୍ତା ହୋଇଛି । ଏହି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ନୂଆ ଦର ତତ୍କାଳ ଲାଗୁ ହୋଇଛି । ତୈଳ…