Browsing Tag

fulfil fiancee last wish

ନବବଧୂ ସାଜି ନିଜ ଭାବୀ ସ୍ବାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ଯୁବତୀ, କାହାଣୀ ଶୁଣିଲେ ଆଖି ଓଦା ହୋଇଯିବ

ଜୀବନରେ କେତେବେଳେ ଯେ କାହା ଉପରେ ଅଜଣା ଝଡ ଆସି ବହିଯିବ ସେ କଥା କେହି କହି ପାରିବେନି । କିନ୍ତୁ ସଂସାରର ଲୋଭମାୟା ଭିତରେ ଆମେ ସମସ୍ତେ ସ୍ବପ୍ନର ସଉଦାଗର । ଆଖିରେ ଥାଏ ଅସୁମାରୀ ସ୍ବପ୍ନ । ଜୀବନକୁ ବଞ୍ଚିବାର ଭିନ୍ନ ଏକ ଆଶା । ଏଭଳି କିଛି ସ୍ବପ୍ନ ଦେଖିଥିଲେ ଇନଟାନ୍ ସ୍ଯାରୀ ନାମକ ଜଣେ…