Browsing Tag

fun

ଚିକ୍କଣିୟା ଲଣ୍ଡା ମୁଣ୍ଡରେ ହାତ ବୁଲଇଲେ ମୋଦି,  ଥଟ୍ଟା କଲେ ଭୁଟାନ ସାଂସଦଙ୍କୁ  

ଭୁଟାନ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୟାଲ ଟ୍ରମ୍ପ ୟୁନିଭର୍ସିଟିକୁ ଯାଇଥିଲେ। ଏହି ଅବସରରେ ସେଠାରେ  ସେ ଭୁଟାନର ସାଂସଦମାନଙ୍କ ସହ ମିଶିଥିଲେ। ଏକ ଗ୍ରୁପ ଫଟୋ ଉଠାଇବା ବେଳେ ମୋଦି ଜଣେ  ସାଂସଦଙ୍କ ଲଣ୍ଡା ମୁଣ୍ଡକୁ ହାତ ମାରିବା ସହ ତାଙ୍କ ପିଠିକୁ ଥାପୁଡାଇ…