Browsing Tag

FUN TIME FOR TEAM INDIA

ନାପିଏର୍‌ ଜିତ୍‌ ପରେ ମସ୍ତି, ଦେଖନ୍ତୁ ଭିଡିଓ

ନାପିଏର୍‌ : ଆରମ୍ଭରୁ ଭଲ ତ ପୂରା ସିରିଜ୍‌ ଭଲରେ ଯିବ । ପ୍ରଥମ ମ୍ୟାଚ୍‌ ଅତି ସହଜରେ ଜିତିଗଲା ଭାରତୀୟ ଦଳ । ଘରୋଇ ନ୍ୟୁଜିଲାଣ୍ଡ ବି ଆଶା କରି ନଥିଲା ପ୍ରଥମ ଦିନିକିଆରେ ଏଭଳି ଶୋଚନୀୟ ଭାବେ ପରାସ୍ତ ହେବ । ସେହିଭଳି ବିରାଟ ବାହିନୀ ବି ଏତେ ଶସ୍ତାରେ ବିଜୟ ମିଳିଯିବ ବୋଲି ଅନୁମାନ କରି…