Browsing Tag

funeral ceremony

ଚିତା ନିଆଁକୁ ତେଜ କରିବା ପାଇଁ ଢାଳିଦେଲେ ପେଟ୍ରୋଲ; ଭୟଙ୍କର ବିସ୍ଫୋରଣରେ ଜଳିଗଲେ ୧୧ ଜଣ ଆତ୍ମୀୟ ସ୍ୱଜନ

ମହାରାଷ୍ଟ୍ରର ପୁଣେରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଶ୍ମଶାନ ଘାଟରେ ଭୟଙ୍କର ବିସ୍ଫୋରଣ ଘଟି ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ଘଟିଥିଲା, ଯାହାଫଳରେ ୧୧ ଜଣ ଲୋକ ନିଆଁ ସଂସ୍ପର୍ଶରେ ଆସି ଜଳିଯାଇଥିଲେ। ବିସ୍ଫୋରଣର…