Browsing Tag

funeral online

ହତଭାଗିନୀ ମାଆ: କରୋନାରେ ପ୍ରାଣ ହରାଇଥିବା ପୁଅକୁ ଶେଷଥର ପାଇଁ ବି ଦେଖି ପାରିଲାନି, ଅନଲାଇନରେ ଜଣାଇଲା ଅନ୍ତିମ ବିଦାୟ

ବ୍ରିଟେନରେ ଜଣେ ମାଆକୁ ପୁଅର ଅନ୍ତିମ ସଂସ୍କାର ଅନଲାଇନରେ ଦେଖିବାକୁ ପଡିଛି । କରୋନା ଭାଇରସ ଯୋଗୁ ତାଙ୍କ 13 ବର୍ଷ ପୁଅର ମୃତ୍ୟୁ ଘଟିଥିଲା। କିନ୍ତୁ ଦୁଃଖର ବିଷୟ, ଶେଷଥର ପାଇଁ ତାଙ୍କ ମାଆ ଓ 6 ଭାଇ, ଭଉଣୀ ତାଙ୍କୁ ଦେଖିପାରି ନ ଥିଲେ। କାରଣ, କରୋନା ଯୋଗୁ ପରିବାରର ସମସ୍ତଙ୍କୁ…