Browsing Tag

fungal ear infection

କାନ ଇନଫେକ୍ସନକୁ ଚୁଟକିରେ ଦୂର କରେ ଏହି ଘରୋଇ ଉପଚାର, ବ୍ୟବହାର କରି ଦେଖନ୍ତୁ

କାନରେ ହେଉଥିବା ଛୋଟିଆ ଇନଫେକ୍ସନ ପାଇଁ ମଧ୍ୟ ବହୁତ ଯନ୍ତ୍ରଣା ହୋଇଥାଏ। କାନରେ ସଂକ୍ରମଣ ବ୍ୟାକ୍ଟେରିଆ, ଭାଇରସ କମ୍ବ ଫଙ୍ଗସ କାରଣରୁ ହୋଇଥାଏ। ଏହି ଅସହ୍ୟ ଯନ୍ତ୍ରଣାରୁ ରକ୍ଷା ପାଇବାକୁ ମଧ୍ୟ ବଜାରରେ ଅନେକ ମେଡ଼ିସିନ ଉପଲବ୍ଧ ରହିଛି। କିନ୍ତୁ ଆପଣ ମେଡ଼ିସିନ ପରିବର୍ତ୍ତେ ଘରୋଇ ଚିକିତ୍ସା…