Browsing Tag

funnel web spider

ବିଷାକ୍ତ ବୁଢ଼ିଆଣୀ ଜାଲରେ ଅଷ୍ଟ୍ରେଲିଆ, ମାତ୍ର ୧୫ ମିନିଟରେ ନେଉଛି ମଣିଷଙ୍କ ଜୀବନ

ଅଷ୍ଟ୍ରେଲିଆରେ ପ୍ରଥମେ ନିଆଁ ଏବଂ ବର୍ଷା ଓ ବନ୍ୟା ପରେ ଏବେ ଆଉ ଏକ ନୂଆ ସମସ୍ୟା ସାମ୍ନାକୁ ଆସିଛି। ଅଷ୍ଟ୍ରେଲିୟା ସହରରେ ଏବେ ମ୍ରୁତ୍ୟୁର ନାମ ହେଉଛି ବୁଢ଼ିଆଣୀ। ଆପଣ ଏହା ଶୁଣି ଭାବୁଥିବେ ଆମେ ପରିହାସ କରୁଛୁ। ଭାବିବେ ଯେ ସାମାନ୍ୟ ବୁଢ଼ିଆଣି କେମିତି କାହା ପାଇଁ ସମସ୍ୟା ହୋଇପାରେ। କିନ୍ତୁ…