Browsing Tag

funny photoshoot

ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରୁଛନ୍ତି ଏହି ଜେଜେମା’-ନାତି ଯୋଡ଼ି, ଦେଖନ୍ତୁ ସେମାନଙ୍କ ଭାଇରାଲ ଫଟୋଶୁଟ୍‌

ବୟସ ବଢ଼ିବା ସାଙ୍ଗକୁ ମଣିଷର ଶାରୀରିକ ଗତିବିଧି ମଧ୍ୟ ଧିମା ପଡ଼ିଯାଇଥାଏ। ଏଠି ବୟସ ୬୦ ପାର୍‌ ହୋଇଗଲେ, ଲୋକେ ସୁପ୍ତ ହୋଇଯାଆନ୍ତି। କିନ୍ତୁ ଆମେ କହୁଛୁ ୯୩ ବର୍ଷୀୟା ଜଣେ ବୃଦ୍ଧାଙ୍କ କଥା, ଯାହାଙ୍କ ଆଗରେ ହାର୍‌ ମାନିଛି ବୟସ। ସେ ନିଜ ୨୭ ବର୍ଷୀୟ ନାତି ସହ ଖୁବ୍‌ ମସ୍ତି କରୁଥିବାର ନଜର…