Browsing Tag

funny reporting

ଶେହନ୍‌ଶାହ ପୋଷାକ ପିନ୍ଧି, ହାତରେ ଖଣ୍ଡା ଧରି ରିପୋର୍ଟିଂ କଲେ ପାକିସ୍ତାନ ରିପୋର୍ଟର, ଭିଡିଓ ଭାଇରାଲ

ପାକିସ୍ତାନ ରିପୋର୍ଟର ଚାନ୍ଦ ନଓ୍ଵାବ୍‌ଙ୍କ ରିପୋର୍ଟିଂକୁ କିଏ ବା ଭୁଲିପାରିବ? ଠିକ୍‌ ସେମିତି ଏବେ ଆଉ ଜଣେ ଜର୍ନାଲିଷ୍ଟ ଚର୍ଚ୍ଚାକୁ ଆସିଛନ୍ତି, ସେ ବି ପାକିସ୍ତାନର। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜର୍ନାଲିଷ୍ଟ ଜଣକ ସବୁ ସୀମା ପାର୍‌ କରିଦେଇଛନ୍ତି। ଶେହନ୍‌ଶାହ…