Browsing Tag

funny video viral

ଘରେ ଫୁଟବଲ୍ ଖେଳୁଥିବା ପିଲାଟି ଏମିତି ମାରିଲା କିକ୍, ପାଖରେ ବସିଥିବା ବାପାଙ୍କ କାନ ମୁଣ୍ଡା ପୁରା…

ଆଜିକାଲି ସୋସିଆଲ ମିଡିଆରେ ଏକ ଏମିତି ମଜାଦାର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଜିକାଲିର ପିଲା କେତେ ଦୁଷ୍ଟ ତାହା ପ୍ରମାଣ ପାଇଯିବେ। ଏହି ଭିଡିଓଟି ଏକ ପୁଅ ଏବଂ ବାପାଙ୍କ ସହ ଜଡିତ। ଭିଡିଓରେ କୁନି ପିଲାମାନେ ଯାହା ବି କରନ୍ତି ତାହା ଦେଖିବାକୁ ବହୁତ ମଜାଦାର ଲାଗିଥାଏ । ଯଦିଓ…

ଅଳସୁଆ ଦମ୍ପତିଙ୍କ ଅଭିନବ ‘ଯୁଗାଡ଼’, ଭିଡିଓ ହେଉଛି ଖୁବ ଭାଇରାଲ

ଶୋଇବାକୁ କାହାକୁ ବ ଭଲ ନଲାଗେ । ହେଲେ ଅଧିକ ଶୋଉଥିବା ଲୋକୁ ଆମେ ଅଳସୁଆ କହୁ। ଆଳସ୍ୟ ଏମିତି ଏକ ଜିନିଷ ଯାହା ଅଭ୍ୟାସରେ ପରିଣତ ହେବା ପରେ କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ । ଅର୍ଥାତ ଆଳସ୍ୟ ମନୁଷ୍ୟ ପାଇଁ ଅହିତକର ହୋଇଥାଏ । ଏହା ଥରେ ଅଭ୍ୟାସରେ ପରିଣତ ହେଲେ କୌଣସି କାମରେ ମନ…

କଫିନ ଭିତରୁ ଅଚାନକ ଉଠି ଛିଡ଼ା ହୋଇଗଲା ଶବ, ଛାନିଆ ହୋଇ ଏଣେ ତେଣେ ଦୌଡ଼ିଲେ ଲୋକେ, ଦେଖନ୍ତୁ ଛାତିଥରା ଦୃଶ୍ୟ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରଲ ହୋଇଥାଏ, ଯାହାକୁ ନେଇ ଲୋକେ ଖୁବ ଡରି ଯାଇଥାନ୍ତି। ନିକଟରେ ଟ୍ୱିଟରରେ ଏକ ଭିଡିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, କଫିନ ଭିତରେ ଶୋଇଥିବା ଏକ ମୃତଦେହ ହଠାତ ଜିଇଁ ଉଠୁଛି। ତେବେ କିଛି ଲୋକ ଏହି ଭିଡିଓକୁ ମଜାଳିଆ…

ପହଁରୁଥିବା ମାଛର ବେକକୁ ଚିପି ଧରିଲା ବେଙ୍ଗ, ପୁଣି ହେଲା ଜୋର୍‌ଦାର ଲଢ଼େଇ, ଦେଖନ୍ତୁ ଭିଡିଓ

ଆପଣ କେବେ ବେଙ୍ଗକୁ ମାଛ ଶିକାର କରୁଥିବାର ଦେଖିଛନ୍ତି କି? ଆଉ ତାହା ପୁଣି ପାଣି ଭିତରେ? ଏହା ଶୁଣି ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଅଜବ ଭିଡିଓ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଏକ ବେଙ୍ଗ ପାଣି ଭିତରେ ପଶି ମାଛ…

କେକ ପ୍ରସ୍ତୁତ କଲା ବେଳେ କୁନି ପିଲାଟିର କ୍ୟୁଟ୍‌ ହରକତ ଦେଖି ଲୋକେ ହେଲେ ଫିଦା, ୬ ଲକ୍ଷରୁ ଅଧିକ ଥର ଦେଖାଯାଇ…

ଶିଶୁ ଭଗବାନଙ୍କ ସ୍ୱରୂପ ହୋଇଥାଆନ୍ତି। ସେମାନେ ନିଜ କଥା ଏବଂ ହରକତରେ ଲୋକଙ୍କ ହୃଦୟ ଜିତି ଯାଆନ୍ତି। ସୋସିଆଲ ମିଡିଆରେ ବି ଅନେକ ଭିଡିଓ ସେମାନଙ୍କର ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଏତେ କ୍ୟୁଟ୍‌ ହୋଇଥାଏ କି, ତାହା ଉପରେ ମିଲିୟନ୍‌ ଭ୍ୟୁଜ୍‌ ଆସିଥାଏ। ଏବେ ଏମିତି ହିଁ ଜଣେ…

ବିଲେଇମାନେ କଲେ ଏମିତି କାତିଲ୍‌ ଡ୍ୟାନ୍ସ ଯେ ଗୋଟିଏ ଗୋଟିଏ ଡ୍ୟାନ୍ସ ମୁଭ୍ସ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବେଳେ ବେଳେ ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ। କିଛି ଭିଡିଓ ଆମକୁ ଖୁବ୍‌ ହସାଇଥାଏ ତ ଆଉ କିଛି ଭିଡିଓ ଆମକୁ ଅନେକ ଶିକ୍ଷଣୀୟ ବିଷୟ ଶିଖାଇଥାଏ। ଏବେ ପୁଣି ବିଲେଇମାନଙ୍କର ଏକ ଡ୍ୟାନ୍ସ ଭିଡିଓ ଇଣ୍ଟରନେଟ୍‌ରେ ବୋବାଲ୍‌ କରୁଛି। ଡ୍ୟାନ୍ସ ବି ଏମିତି…

ସୁଟିଂ ଆରମ୍ଭ ହେବା ପୂର୍ବରୁ ଦର୍ଶକଙ୍କୁ ହସାଇ ହସାଇ ବେଦମ କଲେ କମେଡି କିଙ୍ଗ କପିଲ, ଦେଖନ୍ତୁ ଭିଡିଓ

ଦୀର୍ଘଦିନର ଅପେକ୍ଷା ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ‘ ଦ କପିଲ ଶର୍ମା ଶୋ’ର ସୁଟିଂ। ଦର୍ଶକେ ଖୁବଶୀଘ୍ର ଏହାର ନୂଆ ଏପିସୋଡ ଦେଖିବାକୁ ପାଇବେ। ପ୍ରାୟ ୪ ମାସ ବ୍ରେକ ହେବା ପରେ ଏବେ ଶୋର ସୁଟିଂ ଆରମ୍ଭ ହୋଇଛି। କିନ୍ତୁ ସୁଟିଂ ସେଟର ଏମିତି କିଛି ଫଟୋ ଆଉ ଭିଡିଓ ଭାଇରଲ ହୋଇଛି ଯାହା ଆପଣ…

ଚଳନ୍ତା ଅଟୋର ଟାୟାର ଚେଞ୍ଜ କଲେ ଚାଳକ, ଲୋକେ ଦେଖି କହିଲେ ‘ଆମେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ମଧ୍ୟ ଠିକ୍‌ କରିପାରିବା…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି । ଯାହାକୁ ଲୋକେ ବହୁତ ପସନ୍ଦ କରିବା ସହିତ ସେୟାର ମଧ୍ୟ କରୁଛନ୍ତି । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଚଳନ୍ତା ଗାଡିର ଟାୟାର ବଦଳାଉଥିବା ନଜର ଆସିଛନ୍ତି । ଏପର୍ଯ୍ୟନ୍ତ ଭିଡିଓ କେଉଁ…