Browsing Tag

furious dog bite

ଏମିତି ଭୟଙ୍କର କୁକୁର କାମୁଡା ଆଗରୁ କେବେବି ଦେଖିନଥିବେ, ଥରେ ନିଶ୍ଚୟ ଦେଖନ୍ତୁ ଭିଡିଓ

ପଞ୍ଜାବର ଜଲନ୍ଧରରେ ଏମିତି ଘଟଣା ଦେଖଚିବାକୁ ମିଳିଲା, ଯାହାକୁ ଦେଖି ଲୋକଙ୍କର ହୋସ୍‌ ଉଡିଗଲା। ଏକ ପୋଷା କୁକୁର ଜଣେ ୧୫ ବର୍ଷ ବାଳକକୁ ଆକ୍ରମଣ କରିଛି। ଏହି ଆକ୍ରମଣର ଭିଡିଓ ଆପଣ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଛାତି ଥରି ଉଠିବ। ଭିଡିଓରେ ଆପଣ ଦେଖିପାରିବେ ଯେ କୁକୁରଟି ବାଳକଟିର…