Browsing Tag

furious dream

ପ୍ରତିଦିନ ଖରାପ ଏବଂ ଭୟଙ୍କର ସ୍ୱପ୍ନ ଆପଣଙ୍କୁ ଚିନ୍ତାରେ ପକାଇଛି କି, ତେବେ ତକିଆ ତଳେ ରଖନ୍ତୁ ଏହି ଖାସ୍‌ ଜିନିଷ

ରାତିରେ ଶୋଇବା ସମୟରେ ଲୋକଙ୍କୁ ଖରାପ ଏବଂ ଭୟଙ୍କର ସ୍ୱପ୍ନ ଆସିଥାଏ। ଯେଉଁଥି ପାଇଁ ଭୟଭୀତ ହୋଇ ହଠାତ୍‌ ନିଦ ଭାଙ୍ଗି ଯାଇଥାଏ। କିଛି ଲୋକଙ୍କୁ ପ୍ରତିଦିନ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ବାସ୍ତୁଶାସ୍ତ୍ର ସାହାଯ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇହେବ। ବାସ୍ତୁର କିଛି ସରଳ ଉପାୟକୁ…