Browsing Tag

Future Rickshaw

ରାସ୍ତାରେ ରିକ୍ସା ଟାଣୁଥିବାର ଦେଖାଗଲା ରୋବଟ ଡଗି, ଇଣ୍ଟରନେଟରେ ଭାଇରଲ ହେଉଛି ଏହି ‘ଫ୍ୟୁଚର ରିକ୍ସା’ !

ହାତ ରିକ୍ସା ଆପଣ ନିଶ୍ଚୟ ଦେଖିଥିବେ। ଏହି ରିକ୍ସା ଆଜି ବି କୋଲକାତା ସହରରେ ଚାଲୁଛି। ଏହା ପଛରେ ଯାତ୍ରୀ ବସନ୍ତି ଏବଂ ଏହାକୁ ଜଣେ ବ୍ୟକ୍ତି ଟାଣି ଟାଣି ରାସ୍ତାରେ ଦୌଡ଼ିଥାଏ। କିନ୍ତୁ ଆଜିକା ସମୟ ଟେକ୍ନୋଲୋଜି ପଛରେ ଦୌଡ଼ୁଛି, ଯାହାର ଏକ ନିଆରା ଉଦାହରଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ…