Browsing Tag

G. kishan reddy

୨୫ ବର୍ଷ ପୂର୍ବରୁ ମୋଦିଙ୍କ ସହ ଯାଇଥିଲେ ଆମେରିକା, ଆଜି ହେବେ କେନ୍ଦ୍ରମନ୍ତ୍ରୀ

ଚଳିତ ନିର୍ବାଚନରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି । ଅନେକ ନୂଆ ଏମପି ଏମଏଲଏ ପାଇଛି ଦେଶ । ଆଉ ନିଶ୍ଚିତ ଭାବରେ ଏହି ନୂଆ ଚେହେରାଙ୍କ ସହ ସାମ୍ନାକୁ ଆସିଛି ଅନେକ ନୂଆ କାହାଣୀ । ସେପରି ଏକ କାହାଣୀର ନାୟକ ହେଉଛନ୍ତି ଜି. କିଶନ ରେଡ୍ଡୀ । ବରିଷ୍ଠ ବିଜେପି ନେତା ତଥା ସିକନ୍ଦରାବାଦ ସାଂସଦ…