Browsing Tag

g.srinivas

ଅବସର ନେଲେ ପରିବହନ ସଚିବ ଜି. ଶ୍ରୀନିବାସ, ତାଙ୍କ ସ୍ଥାନରେ ପ୍ରମୋଦ ମେହେର୍ଦ୍ଦାଙ୍କୁ ନିଯୁକ୍ତି

କେନ୍ୟୁଜ୍ : ଅବସର ନେଲେ ପରିବହନ ସଚିବ ଜି. ଶ୍ରୀନିବାସ। ଗତକାଲି ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ତାଙ୍କ ସ୍ଥାନରେ ନୂଆ ପରିବହନ କମିସନର ଭାବେ ପ୍ରମୋଦ ମେହେର୍ଦ୍ଦାଙ୍କୁ ନିଯୁକ୍ତି ମିଳିଛି। ସେହିପରି ଅରୁଣ ବୋଥ୍ରାଙ୍କୁ ରାଜ୍ୟ ପରିବହନ ନିଗମର ପରିଚାଳନା…