Browsing Tag

g. udayagiri

ପାହାଡ଼ରୁ ମିଳିଲା ଗଳିତ ମୃତଦେହ, ପ୍ରେମଜନିତ ଆତ୍ମହତ୍ୟା ସନ୍ଦେହ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ପାହାଡ଼ ନିକଟରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ଗଜପତି ଜିଲ୍ଲା ଜି. ଉଦୟଗିରି ଥାନା ଖମାରି ସାହି ଗାଁ ନିକଟ ପାହାଡ଼ରୁ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ଏହି ମୃତଦେହ ମିଳିଛି । ଗାଁର କିଛି ଲୋକ ଏହାକୁ ଦେଖି ପୋଲିସ୍‌କୁ ଖବର ଦେଇଥିଲେ । ମୃତକଙ୍କ ପରିଚୟ…