Browsing Tag

Gadar 2 sequel

୨୦ ବର୍ଷ ପରେ ପୁଣି ଏକାଠି ପରଦାରେ ନଜର ଆସିବେ ସନି ଦେଓଲ ଓ ଅମିଷା ପଟେଲ, ଆଉଟ୍‌ ହେଲା ‘ଗଦର ୨’ର ମୋଶନ ପୋଷ୍ଟର

୨୦୦୧ରେ ଆସିଥିବା ଫିଲ୍ମ ‘ଗଦର: ଏକ ପ୍ରେମ୍‌ କଥା’ ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଏବେ ୨୦ ବର୍ଷ ପରେ ପୁଣିଥରେ ଏହି ପ୍ରେମ କାହାଣୀକୁ ଆଗକୁ ବଢ଼ାଯିବ। ଫିଲ୍ମର ସିକ୍ୱେଲ ବିଷୟରେ ଘୋଷଣା କରି ମୋଶନ ପୋଷ୍ଟର ରିଲିଜ୍‌ କରାଯାଇଛି। ଜଲ୍‌ଦି ହିଁ ଫିଲ୍ମର ଶୁଟିଙ୍ଗ୍‌ ଆରମ୍ଭ ହେବ। ଏଥିରେ ଲିଡ୍‌…