Browsing Tag

gain weight

ବ୍ରେକ୍‌ଫାଷ୍ଟରେ ଆପଣ ବି କରୁନାହାନ୍ତି ତ ଏହି ୬ଟି ଭୁଲ, ମୋଟା ବା ମୋଟି ହୋଇଯିବେ

ସାରା ଦିନ କାମ କରିବା ପାଇଁ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଉର୍ଜା ଆବଶ୍ୟକ ହୋଇଥାଏ। ଏହି ଉର୍ଜା ପାଇଁ ସକାଳର ବ୍ରେକଫାଷ୍ଟ ପୁଷ୍ଟିକର ହେବା ଜରୁରୀ। ଏଣୁ ସକାଳର ପ୍ରଥମ ଭୋଜନକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଏ। ସକାଳେ ପୁଷ୍ଟିକର ଖାଦ୍ୟ ଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ…

ସକାଳେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ପାଉଡର, ୩ରୁ ୪ କିଲୋ ବଢ଼ିବ ଆପଣଙ୍କ ଓଜନ

ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ପ୍ରାୟତଃ ସବୁ ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ଉପଯୋଗ କରି ଆପଣ ନିଜ ଓଜନକୁ ମଧ୍ୟ ଜଲଦି ବଢ଼ାଇ ପାରିବେ। ଯଦି ଆପଣ ଓଜନ ବଢ଼ାଇବା ପାଇଁ ଅନେକ ପ୍ରକାର ଟିପ୍ସ ଆପଣାଇ ଥକି ଯାଇଛନ୍ତି, ତା’ହେଲେ ଏହି ଟିପ୍ସ ଆପଣଙ୍କ…