Browsing Tag

gaja TamilNadu

ସ୍ଥଳଭାଗ ଛୁଇଁବା ପରେ ତାମିଲନାଡୁରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ‘ଗଜ’, ହାଇଆଲର୍ଟ ଜାରି

ତାମିଲନାଡୁ(କେନ୍ଯୁଜ୍) : ତାମିଲନାଡୁରେ ଗଜ ତାଣ୍ଡବ। ଗୁରୁବାର ରାତି ୧ଟା ୪୦ରେ ସାମୁଦ୍ରିକ ଝଡ ନାଗାପଟ୍ଟନମ୍‌ରେ ମାଡ ହୋଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦କିଲୋମିଟର ମଧ୍ୟରେ ରହିଥିଲା। ପବନ ସାଙ୍ଗକୁ ଭାରି ବର୍ଷା ହୋଇଥିଲା। ଫଳରେ ବଡ ବଡ ଗଛ ଉପୁଡିପଡିବା ସହ ବିଦ୍ୟୁତ୍‌…