Browsing Tag

gajalakhmi puja

ଆଜି ଧରାପୃଷ୍ଠରେ ଅବତରଣ କରିବେ ଧନଦାତ୍ରୀ ଦେବୀ ମା’ ଗଜଲକ୍ଷ୍ମୀ, କରୋନା କଟକଣା ମାନି ଅନୁଷ୍ଠିତ ହେବ ପୂଜା

ଢେଙ୍କାନାଳ(କେ ନ୍ୟୁଜ): ଆଜି ଧରାପୃଷ୍ଠରେ ବିରାଜମାନ କରିବେ ଧନଦାତ୍ରୀ ମାଆ ଗଜଲକ୍ଷ୍ମୀ । ୧୧ ଦିନ ଧରି ଚାଲିବ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏନେଇ ସହରର ସମସ୍ତ ୩୮ଟି ପୂଜା ମଣ୍ଡପରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ କଟକଣା ମାନି ପୂଜା କରିବାକୁ ନିଷ୍ପତ୍ତି…