Browsing Tag

gajapati district

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଆଉ କେହି ନୁହେଁ ଜଣେ ନାବାଳକ

ପାରଳାଖେମୁଣ୍ଡି : ସାଂଘାତିକ ଅଭିଯୋଗ । ଯାହାକୁ ବିଶ୍ୱାସ କରିବା ମଧ୍ୟ ସହଜ ହେଉ ନାହିଁ । ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । କାଶୀନଗର ଥାନା ଅଞ୍ଚଳରେ ଜଣେ ୮ବର୍ଷର ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ କରାଯାଇଥିବା ପୋଲିସ୍ ନିକଟରେ ପରିବାର ଲୋକେ ଅଭିଯୋଗ…

କରୋନା ସତର୍କତା: ହାତରେ ଝାଡୁ ଧରି ରାସ୍ତା ସଫେଇ କଲେ ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ’

ମୋହନା: ସାରା ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀ ର ଭୟ, ଦିନକୁ ଦିନ ଏହି ମହାମାରୀ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଏହାର ସଂକ୍ରମଣରୁ ବଞ୍ଚିବା ପାଇଁ ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ସରକାର, ଏହି ସମୟରେ ସେବାର ପ୍ରକୃତ ନମୁନା ପ୍ରଦର୍ଶନ କରିଛନ୍ତି ମୋହନା ମହାରାଜା…

ଗଜପତି : କରୋନା ସତର୍କତା ନେଇ ‘ସଉରା ଖ୍ରୀଷ୍ଟିୟାନ ବାପଟିଷ୍ଟ ମଣ୍ଡଳୀ’ ତରଫରୁ ଆୟୋଜିତ ହେଲା ସମ୍ମିଳନୀ

 ପାରଳା ଖେମୁଣ୍ଡି: ଗଜପତି ଜିଲ୍ଲା ସେରଙ୍ଗ ସ୍ଥିତ ବେଥାନୀ ବଙ୍ଗଳା ଠାରେ ସଉରା ଖ୍ରୀଷ୍ଟିୟାନ ବାପଟିଷ୍ଟ ମଣ୍ଡଳୀ ସମ୍ମୀଳନି ତରଫରୁ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । "ସୌରା ଖ୍ରୀଷ୍ଟିୟାନ ବାପଟିଷ୍ଟ ମଣ୍ଡଳୀ"ର ସାଧାରଣ…

ଗଜପତି ଜିଲ୍ଲାରେ ପଥର ଅତଡ଼ା ଖସି ନିଖୋଜ ଥିବା ୯ ଜଣଙ୍କ ମିଳିଲା ପରିଚୟ

ଗଜପତି(କେନ୍ଯୁଜ୍) : ତିତ୍‌ଲି ପ୍ରଭାବରେ ଗଜପତି ଜିଲ୍ଲାରେ ପଥର ଅତଡ଼ା ଖସି ନିଖୋଜ ଥିବା ୯ ଜଣଙ୍କ ପରିଚୟ ମିଳିଛି । ମାଡ଼ା ଗାଁର ୭ ଜଣ ଓ ୨ ଜଣ ମାଡାବା ଗାଁର । ମାଳତୀ ରଇତ, ସୁନେଲୀ ରଇତ, ସମ୍ବିତ ରଇତ, ସବିତା ଶବର, ଟୁନା ଶବର, ପୂର୍ଣ୍ଣିମା ମଣ୍ଡଳ ଓ ଦୟା ରଇତ ମାଡ଼ା ଗାଁର । ଏମାନଙ୍କ…