Browsing Tag

gajpati palace

ଗଜପତି ବୃନ୍ଦାବନ ପ୍ୟାଲେସ…ଏହାର ନାଁରୁ ହିଁ ଆସେ ରାଜକୀୟ ବାସ୍ନା, କିନ୍ତୁ ଏବେ ପଡିଛି ଅସୁସ୍ଥ ଅବସ୍ଥାରେ

ଗଜପତି… ଏହାର ନାଁରୁ ହିଁ ଆସେ ରାଜକୀୟ ବାସ୍ନା। କେତେ ସୁନ୍ଦର ଏହାର ନିର୍ମାଣ କେତେ ମନୋରମ ଏହାର କୀର୍ତ୍ତିରାଜୀ। ଏହାର ନିର୍ମାଣର କାରୁକାର୍ଯ୍ୟ ବହୁତ ସୁନ୍ଦର, କିନ୍ତୁ ଆଜି ପଡିଛି ଜରାଜୀର୍ଣ୍ଣ ଅବସ୍ଥାରେ। ଆଜି ଆମେ ଆପଣଙ୍କୁ ଗଜପତି ଜିଲ୍ଲାର ଐତିହାସିକ ସ୍ଥଳୀ ବୃନ୍ଦାବନ ପ୍ୟାଲେସର ଝଲକ…