Browsing Tag

gallantry award

ଶୌର୍ଯ୍ୟ ଚକ୍ର ଫେରାଇ ଦେଲେ ସହୀଦଙ୍କ ପରିବାର, କହିଲେ, ପୋଟୋକଲ ପାଳନ କରାଯାଇ ନଥିବାରୁ ସହୀଦଙ୍କୁ ଅପମାନ

ନୂଆଦିଲ୍ଲୀ : ଗୁଜୁରାଟରେ ଜଣେ ସିହଦ ଯବାନଙ୍କ ପରିବାର ପୁଅର ବୀରତା ପାଇଁ ପଠାଯାଇଥିବା ଶୌର୍ଯ୍ୟ ଚକ୍ର ଫେରାଇ ଦେଇଛନ୍ତି । ୫ ବର୍ଷ ପୂର୍ବେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ବେଳେ ସହୀଦ ହୋଇଥିଲେ ଉକ୍ତ ଯବାନ ଲାନ୍ସ ନାୟକ ଗୋପାଳ ଭଦୋରିଆ । ସେ ୨୦୦୭ ରେ ଜମ୍ମୁ କଶ୍ମୀରରେ…