Browsing Tag

gambler

ଜଳେଶ୍ବରରେ ଜୁଆ ଆଡ୍ଡା ଉପରେ ଚଢାଉ: ୯ ଜଣ ଅଟକ ସହ ୩ ଟି ବାଇକ୍ ଓ ଲକ୍ଷାଧିକ ଟଙ୍କା ଜବତ

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ସୋରରେ ଏକ ହୋଟେଲରେ ଜୁଆ ଖେଳ ଚାଲିଥିବା ଖବର ପାଇ ସୋର ପୋଲିସ୍ ଚଢାଉ କରି ୯ ଜଣଙ୍କୁ ଧରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି। ସୋର ବରଫକଳ ଛକ ନିକଟସ୍ଥ ଲିଓ ସାଇ ପ୍ୟାଲେସ ନାମକ ଏକ ହୋଟେଲରେ କିଛିଦିନ ହେବ ଜୁଆ ଖେଳ ସହ ବିଭିନ୍ନ ବେଆଇନ୍ କାମ…

ଖୋର୍ଦ୍ଧା ଟାଙ୍ଗୀ ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଜୁଆଡି ଗିରଫ ସହ ୪ ବାଇକ ଓ ୮ ହଜାର ନଗଦ ଟଙ୍କା ଜବତ 

ଟାଙ୍ଗୀ(କେନ୍ୟୁଜ୍):  ଗତକାଲି ରାତିରେ ଖୋର୍ଦ୍ଧା  ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସାନ କୁସୁମୀ ଗାଁ ନିକଟ ଏକ ସ୍କୁଲ ନିକଟରେ ଜୁଆଆଡ୍ଡା ଚାଲୁଥିବା ଖବର ପାଇଥିଲା ଟାଙ୍ଗୀ ପୋଲିସ । ପରେ ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଅଚାନକ ଜୁଆ ଆଡ୍ଡା ଉପରେ…

ଖୋର୍ଦ୍ଧା: ରଜ ପର୍ବରେ ଚାଲିଥିଲା ଜୁଆ ଖେଳର ଆସର, ୭ ଜୁଆଡିଙ୍କୁ ଗିରଫ କଲା ବାଣପୁର ପୋଲିସ

ଟାଙ୍ଗୀ(କେନ୍ୟୁଜ୍):  ସାରା ରାଜ୍ୟରେ ଆଜି ପହିଲି ରଜ ପାଇଁ କୁଆଁରି ଝିଅ ମାନେ ସଜବାଜ ହୋଇ ଦୋଳି ସହିତ ପିଠାପଣାର ବେଶ ମଜା ଉଠାନ୍ତି । ଅନ୍ୟ ପଟେ ଗାଁ ଗାଁରେ ପୁରୁଷମାନେ ତାସ୍ ପାଲିର ମଜା ନିଅନ୍ତି । କିନ୍ତୁ ଆଜିକାଲି ରଜରେ  ତାସ୍ ପାଲି ଆଳରେ  ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ ଚାଲୁଛି ।…

ରାତି ଅଧିଆ ଚାଲିଥିଲା ଜୁଆ ଆଡ୍ଡା, ଚଢ଼ାଉ କରି ୫ଜଣ ଜୁଆଡିଙ୍କୁ ଗିରଫ କଲା ପୋଲିସ

ଟାଙ୍ଗୀ(କେ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ ଜରିପଡା ସ୍ଥିତ ଜଗନ୍ନାଥ ପୁର ଗ୍ରାମରେ ଗତ ନିଶାର୍ଦ୍ଧରେ ଚାଲିଥିବା ଏକ ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ଟାଙ୍ଗୀ ଥାନା ଅଧିକାରୀ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଅଚାନକ ଚଢ଼ାଉ କରି ନଗଦ ୧୬ହଜାର ୮୦୦ଶହ ଟଙ୍କା , ୪ଟି…

ଲକଡାଉନ ନିୟମକୁ ଖାତିର ନକରି ଖେଳୁଥିଲେ ଜୁଆ, ୬ ଜୁଆଡିଙ୍କୁ ଗିରଫ କଲା ବାଲିଗୁଡା ପୋଲିସ

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲାରେ କରୋନା ନେଇ ଲକ ଡାଉନ କଟକଣା ସତ୍ୱେ ନିୟମ ଉଲଘଂନ କରି ଛଅ ଗିରଫ l ବାଲିଗୁଡା ଥାନା ମହାସିଂହିରେ ଏକତ୍ରିତ ହୋଇ ଜୁଆ ଖେଳୁଥିବା ସମୟରେ ଜୁଆ ଆଡା ରେ ଚଢ଼ାଉ କରି ଗିରଫ କରିଛି ବାଲିଗୁଡା ପୋଲିସ l ଛଅ ଜୁଆଳି ଠାରୁ ଚାରି ହଜାର ଶହେ ସତୁରି ନଗଦ ଟଙ୍କା,…

ପରମ୍ପରା ବନାମ ଆଇନ, କୁମାର ପୂର୍ଣ୍ଣିମାରେ ଜୁଆଖେଳ ରୋକିବାକୁ ଆକ୍ସନ ମୁଡରେ ଗଞ୍ଜାମ ପୋଲିସ

ଗଞ୍ଜାମ(କେନ୍ୟୁଜ୍): କୁମାର ପୂର୍ଣ୍ଣିମା ଆସିଲେ ଜମେ ତାସ ଖେଳର ଆସର। ହେଲେ ଏହି ପାରମ୍ପରିକ ଖେଳ ଏବେ ଜୁଆ ଖେଳର ସ୍ଥାନ ନେଇଛି। କୁମାର ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାରେ ରହିଛି ତାସ ଖେଳର ପରମ୍ପରା। ତେବେ ଏହା ପୂର୍ବରୁ ସକ୍ରିୟ ହୋଇ ଉଠିଛନ୍ତି ଜୁଆଡ଼ି। ଆଉ ପୋଲିସ ବି ଏହାକୁ…