Browsing Tag

gambling

ଜୁଆଖେଳ ଚାଲିଥିବା ବେଳେ ଆସିକା ଥାନା ପୋଲିସର ଚଢ଼ାଉ, ୮ ଜୁଆଡି ଗିରଫ

ଭଞ୍ଜନଗର(କେନ୍ୟୁଜ୍): ଜୁଆଖେଳ ଚାଲିଥିବା ବେଳେ , ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସର ଚଢ଼ାଉ ‌। ଘଟଣାସ୍ଥଳରୁ ୮ ଜଣ ଜୁଆଡିଙ୍କୁ କଲା ଗିରଫ । ଏହାସହ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୫୪ ହଜାର ଟଙ୍କା , ୪ ଟି ମୋଟର ସାଇକେଲ ଓ ୮ ଟି ମୋବାଇଲ ଜବତ କରିଛି ପୋଲିସ୍ । ଆସିକା ଥାନା ଅନ୍ତର୍ଗତ…

କଟକ ଚୌଦ୍ୱାର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ, ୫ଗିରଫ

କଟକ(କେନ୍ଯୁଜ୍): ଜୁଆ ଆଡ୍ଡା ଉପରେ ଚଢାଉ। କଟକ ଜିଲ୍ଲା କମିଶନ୍‌ରେଟ୍‌ ପୋଲିସ ଚୌଦ୍ୱାର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ ହୋଇଛି। ୫ଜଣ ଗିରଫ ହୋଇଥିବା ବେଳେ ଗୋଟିଏ କାର୍‌, ଦୁଇଟି ବାଇକ୍‌ ସହ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ତା ସହ ୮ଟି କୁକୁଡ଼ା ଜବତ କରାଯାଇଛି। ଚୌଦ୍ୱାର…

ଅନଲାଇନ ଗେମ ମାଧ୍ୟମରେ ଜୁଆ ଖେଳକୁ ଅନୁମତି ଦେବାକୁ ପ୍ରାର୍ଥନା, ଜବାବ ଦାଖଲ ପାଇଁ ନୋଟିସ୍‌

କଟକ(କେନ୍ଯୁଜ୍): ଓଡ଼ିଶା ପ୍ରିଭେନସନ୍‌ ଅଫ୍‌ ଗାମ୍ବଲିଙ୍ଗ୍‌ ଆକ୍ଟ ୧୯୫୫କୁ ବିରୋଧ କରି ଏବଂ ଅନଲାଇନ ଗେମ ମାଧ୍ୟମରେ ଜୁଆ ଖେଳକୁ ଅନୁମତି ପ୍ରଦାନ କରିବାକୁ ପ୍ରାର୍ଥନା କରି ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ…

ଜୟପୁର: ଜୁଆ ଆଡ୍ଡା ଚାଲିଥିବାବେଳେ କୋଟପାଡ଼ ପୋଲିସା ଚଢାଉ, ୧୦ ଗିରଫ

ଜୟପୁର: ଜୟପୁର କୋଟପାଡ଼ ପୋଲିସକୁ ସଫଳତା। ପେଟ୍ରୋଲିଙ୍ଗ ସମୟରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲା କୋଟପାଡ଼ ପୋଲିସ । ଆମ୍ଭଗାଁ ନିକଟସ୍ଥ ମୋଲଚାମାଲ ଜଙ୍ଗଲରେ ପୋଲିସ ଚଢ଼ାଉ କରିଥିବାବେଳେ, ସେଠାରୁ ସମସ୍ତେ ଦୌଡି ପଳାଇ ଯାଇଥିଲେ। ସେମାନଙ୍କ ଭିତରୁ ୧୦ଜଣକୁ ଘଟଣାସ୍ଥଳରୁ…

କାଲିମେଳା ମାରାଙ୍ଗପାଲ୍ଲୀ ଗାଁରେ ଜୁଆଖେଳ ବେଳେ SDPOଙ୍କୁ ଆକ୍ରମଣ, ୧୨ ଅଟକ

କାଲିମେଳା: ପୋଲିସ ଉପରେ ଆକ୍ରମଣ। ମାଲକାନଗିରି କାଲିମେଳା ମାରାଙ୍ଗପାଲ୍ଲୀ ଗାଁରେ ଜୁଆଖେଳ ବେଳେ SDPOଙ୍କୁ ଆକ୍ରମଣ। ଗତକାଲି ଗାଁରେ ଜୁଆ ଖେଳ ଚାଲିଥିବାବେଳେ ଖବର ପାଇ SDPO ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଚଢାଉବେଳେ ସ୍ଥାନୀୟ ଲୋକେ ପୋଲିସ ଟିମ୍‌କୁ ଆକ୍ରମଣ…

ଜୁଆରେ ହାରି ମାନସିକ ଭାରସାମ୍ଯ ହାରାଇଲେ ଠିକାଦାର, ଶେଷରେ କଲେ ଆତ୍ମହତ୍ଯା

ରାଇରଙ୍ଗପୁର: ଜୁଆରେ ହାରି ଆତ୍ମହତ୍ୟା କଲେ ଠିକାଦାର। ଏପରି ଘଟଣା ଘଟିଛି ବହଳଦା ଥାନା ଦୁନ୍ଦୁ ଗ୍ରାମରେ। ମୃତ ଠିକାଦାର ହେଲେ ମୁର୍ଷିଦାବାଦର ଆନିକୁଲ ଶେଖ। ରାତାରାତି ଅଧିକ ଅର୍ଥ ରୋଜଗାର କରିବା ନିଶା ଯେ କେତେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିଛି ବହଳଦା ଦୁନ୍ଦୁ ଗ୍ରାମରେ।…

ଘଞ୍ଚ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ପୋଲିସ୍‌ ଚଢ଼ାଉ କରି ଧରିଲା ୨୯ ଜଣ ଜୁଆଡ଼ିଙ୍କୁ

ବାଲିଗୁଡା: ଘଞ୍ଚ ଜଙ୍ଗଲରେ ଜୁଆ ଖେଳି ୨୯ ଜୁଆଡି ଗିରଫ l ବାଲିଗୁଡା ଥାନା ବୁଡ଼ାଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ l ଜୁଆ ଆଡ୍ଡାରୁ ଜୁଆଡିକୁ ଗିରଫ କରିଛି ବାଲିଗୁଡା ପୋଲିସ l ସେମାନଙ୍କଠାରୁ ଠାରୁ ନଗଦ ୨୮,୭୬୬ ଟଙ୍କା ଓ ୧୫ଟି ବାଇକ ଜବତ କରିଛି ବାଲିଗୁଡା…

ବ୍ରହ୍ମପୁର କର୍ପୋରେସନ୍ ରୋଡରେ ଜୁଆ ଖେଳ ଚାଲିଥିବାବେଳେ ଚଢାଉ: ୮୮ ହଜାରରୁ ଅଧିକ ଟଙ୍କା ଜବତ, ୧୧ ଜୁଆଡି ଗିରଫ

ବ୍ରହ୍ମପୁର : ଜୁଆ ଖେଳରେ ପୁଳା ପୁଳା ଟଙ୍କା। ବ୍ରହ୍ମପୁର ଟାଉନ୍ ଥାନା କର୍ପୋରେସନ୍ ରୋଡ୍ ରେ ଏକ ସ୍ଥାନରେ ଜୁଆଖେଳ ଚାଲିଥିବା ଖବର ପାଇ ପୋଲିସ୍ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥାଏ।  ୧୧ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ୮୮,୪୦୦ ଟଙ୍କା ଓ ତାସ୍ ମୁଠା, ଏବଂ ୧୧ଟି ମୋବାଇଲ୍ କୁ ଜବତ…

ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ: ୧୭ ଜଣ ଗିରଫ, ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ…

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଚଢାଉ । ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଓ ୧୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି । ବଡ ବଜାର ଥାନା ଅର୍ନ୍ତଗତ ପ୍ରହଲ୍ଲାଦନଗର ପ୍ରଥମ ଲାଇନରେ ଦୀର୍ଘ ଦିନ ଧରି…

ବାଲିଗୁଡା ଡହଲପଡି ଜଙ୍ଗଲରେ ଜୁଆ ଆଡା ଚାଲିଥିବାବେଳେ ଚଢ଼ାଉ, ୮ଗିରଫ

ବାଲିଗୁଡା :କନ୍ଧମାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଉଛି l ଏଥିପାଇଁ ବାଲିଗୁଡାର ୧୩ଯାକ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଘରୁ ନ ବାହାରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି l ତଥାପି କରୋନା ଭୟାଭୟକୁ ଖାତିର ନ କରି କଣ୍ଟେନମେଣ୍ଟ ଜୋନ ସତ୍ୱେ…

ଓୟୋ ରୁମ୍‌ରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ଚଢାଉ, ୯ ଗିରଫ

ଭୁବନେଶ୍ବର : ଓୟୋ ରୁମ୍‌ରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ରେଡ୍‌। ନୟାପଲ୍ଲୀ ଭିଆଇପି କଲୋନୀରେ ଥିବା ଓୟୋ ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା । ତେବେ ଏନେଇ ଖବର ପାଇବାପରେ ଗତ ରାତିରେ ରେଡ୍‌ କରିଥିଲା ପୋଲିସ । ଚଢାଉ ବେଳେ ୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।…

ବ୍ରହ୍ମପୁର ଭୀମରାଓପେଟାରେ ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ: ୧୫ ଗିରଫ, ୭ଲକ୍ଷ ୬୮ହଜାର ୭୧୦ଟଙ୍କା ଜବତ

ବ୍ରହ୍ମପୁର: ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ। ବ୍ରହ୍ମପୁର ଟାଉନ ଥାନାର ଭୀମରାଓପେଟା ଠାରେ ଏକ ଘରେ ଜୁଆ ଖେଳ ଚାଲିଥିବା ନେଇ ଗତରାତିରେ ପୋଲିସ ଚଢଉ କରିଥିଲା। ଚଢଉରେ ୭ଲକ୍ଷ ୬୮ହଜାର ୭୧୦ଟଙ୍କା ସହ ୧୦୪ଟି ତାସ ଜବତ କରାଯାଇଛି। ଏହାସହ ୧୬ଟି ମୋବାଇଲ ଓ ୫ଟି ମୋଟର ସାଇକେଲ ମଧ୍ୟ ଜବତ…