Browsing Tag

gambling den busted

ଜୁଆଖେଳ ଚାଲିଥିବା ବେଳେ ଆସିକା ଥାନା ପୋଲିସର ଚଢ଼ାଉ, ୮ ଜୁଆଡି ଗିରଫ

ଭଞ୍ଜନଗର(କେନ୍ୟୁଜ୍): ଜୁଆଖେଳ ଚାଲିଥିବା ବେଳେ , ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସର ଚଢ଼ାଉ ‌। ଘଟଣାସ୍ଥଳରୁ ୮ ଜଣ ଜୁଆଡିଙ୍କୁ କଲା ଗିରଫ । ଏହାସହ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୫୪ ହଜାର ଟଙ୍କା , ୪ ଟି ମୋଟର ସାଇକେଲ ଓ ୮ ଟି ମୋବାଇଲ ଜବତ କରିଛି ପୋଲିସ୍ । ଆସିକା ଥାନା ଅନ୍ତର୍ଗତ…

ଜଳେଶ୍ବରରେ ଜୁଆ ଆଡ୍ଡା ଉପରେ ଚଢାଉ: ୯ ଜଣ ଅଟକ ସହ ୩ ଟି ବାଇକ୍ ଓ ଲକ୍ଷାଧିକ ଟଙ୍କା ଜବତ

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ସୋରରେ ଏକ ହୋଟେଲରେ ଜୁଆ ଖେଳ ଚାଲିଥିବା ଖବର ପାଇ ସୋର ପୋଲିସ୍ ଚଢାଉ କରି ୯ ଜଣଙ୍କୁ ଧରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି। ସୋର ବରଫକଳ ଛକ ନିକଟସ୍ଥ ଲିଓ ସାଇ ପ୍ୟାଲେସ ନାମକ ଏକ ହୋଟେଲରେ କିଛିଦିନ ହେବ ଜୁଆ ଖେଳ ସହ ବିଭିନ୍ନ ବେଆଇନ୍ କାମ…

କଟକ ଚୌଦ୍ୱାର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ, ୫ଗିରଫ

କଟକ(କେନ୍ଯୁଜ୍): ଜୁଆ ଆଡ୍ଡା ଉପରେ ଚଢାଉ। କଟକ ଜିଲ୍ଲା କମିଶନ୍‌ରେଟ୍‌ ପୋଲିସ ଚୌଦ୍ୱାର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ ହୋଇଛି। ୫ଜଣ ଗିରଫ ହୋଇଥିବା ବେଳେ ଗୋଟିଏ କାର୍‌, ଦୁଇଟି ବାଇକ୍‌ ସହ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ତା ସହ ୮ଟି କୁକୁଡ଼ା ଜବତ କରାଯାଇଛି। ଚୌଦ୍ୱାର…

ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ: ୧୭ ଜଣ ଗିରଫ, ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ…

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଚଢାଉ । ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଓ ୧୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି । ବଡ ବଜାର ଥାନା ଅର୍ନ୍ତଗତ ପ୍ରହଲ୍ଲାଦନଗର ପ୍ରଥମ ଲାଇନରେ ଦୀର୍ଘ ଦିନ ଧରି…