Browsing Tag

gambling den in pipili

ଡ଼େଲାଙ୍ଗ କୁର ତ୍ରିନାଥ ମନ୍ଦିରରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ଚଢାଉ, ୭ ଗିରଫ

ପିପିଲି: ପୁରୀ ଜିଲ୍ଲା ଡ଼େଲାଙ୍ଗ ଅଂଚଳ କୁର ତ୍ରିନାଥ ମନ୍ଦିରରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୭ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ତାସ, ମୋବାଇଲ ନଗଦ ଟଙ୍କା ଏବଂ ମୋଟର ସାଇକେଲ ଜବତ କରାଯାଇଛି । ଏହା ପରେ ସେମାନଙ୍କୁ କୋଭିଡ଼ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯାଇଥିଲାା…