Browsing Tag

gananath has got phd degree

ଅନ୍ଧାରୀ ମୁଲକର ହୀରା ଗଣନାଥ: ଗାଁର ପ୍ରଥମ ବ୍ୟକ୍ତି ଭାବେ ହାସଲ କଲେ ପିଏଚ୍‌ଡି

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର କାଦମାଲି ଗାଁରେ ଖୁସିର ଲହରୀ । ଏହି ଗାଁର ଗଣନାଥ ଖିଲ ମ୍ୟାନେଜମେଣ୍ଟ ବିଭାଗରେ ପିଏଚଡି କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ପାହାଡ ଓ ବଣଜଙ୍ଗଲ ଘେରା ହେଉଛି ଏହି ଗାଁରେ ନକ୍ସଲଙ୍କ ରାଜୁତି ଚାଲିଥିଲା । ମାତ୍ର ଏଭଳି ଏକ…