Browsing Tag

gandhi marg

ଭୁବନେଶ୍ବର: ମାସ୍କ ପିନ୍ଧି ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ର ପରେଡ୍‌ ରିହରସାଲ, ଗାନ୍ଧି ମାର୍ଗରେ ଜାରି ହୋଇଛି…

କେନ୍ୟୁଜ୍(ବ୍ୟୁରୋ):  ସାଧାରଣତନ୍ତ୍ର ଦିବସକୁ ମଝିରେ ରହିଲା ଆଉ ତିନି ଦିନ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ମହାତ୍ମାଗାନ୍ଧି ମାର୍ଗରେ ଆଜିଠୁ ପରେଡ୍‌ ରିହରସାଲ୍‌ ଆରମ୍ଭ ହୋଇଛି । ପରେଡକୁ ପରିଚାଳନା କରିବେ ଆଇପିଏସ୍‌ ଅଫିସର ତଥା କେସିଙ୍ଗା…