Browsing Tag

gandhi smaraki nidhi

ପରଲୋକରେ ଗାନ୍ଧୀ ସ୍ମାରକୀ ନିଧିର ପୂର୍ବତନ ସଭାପତି ସୁମିତ୍ରା ଚୌଧୁରୀ, କଟକ ବାଖରାବାଦ ବାସଭବନରେ ହୋଇଛି ଦେହାନ୍ତ

କଟକ(କେନ୍ୟୁଜ୍): ପରଲୋକରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକୀ ନିଧିର ପୂର୍ବତନ ସଭାପତି ସୁମିତ୍ରା ଚୌଧୁରୀ । ମୃତ୍ୟୁବେଳକୁ ତାଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା । କଟକ ବାଖରାବାଦ ବାସଭବନରେ ଦେହାନ୍ତ ହୋଇଛି। ବୟାସାଧିକ କାରଣରୁ ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ ।…