Browsing Tag

gandhi smruti pitha

ପୁରୀ: ଗାନ୍ଧୀ ସ୍ମୃତିପୀଠରେ ଏମକେ ଜୁଡୋ ଗ୍ରୁପ ପକ୍ଷରୁ ବିଶ୍ୱ ଜୁଡୋ ଦିବସ ପାଳିତ

ପୁରୀ(କେନ୍ୟୁଜ୍): ପୁରୀ ଗାନ୍ଧୀ ସ୍ମୃତିପୀଠରେ ଏମକେ ଜୁଡୋ ଗ୍ରୁପ ପକ୍ଷରୁ ବିଶ୍ୱ ଜୁଡୋ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ମନୋଜ ସାହୁ, ସମାଜସେବୀ ଅକ୍ଷୟ ଜୟସିଂ, ରାଜକିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।