ସିନେମାର ସବୁ ବୁଦ୍ଧି ପ୍ରୟୋଗ କରିଦେଲେ: ଗାଡି ଚକ ଟାୟାର ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ବେଳେ ଧରିଲା ପୋଲିସ
କଟକ(କେନ୍ୟୁଜ୍):ସିନେମା ଷ୍ଟାଇଲରେ ଗଞ୍ଜେଇ ଚାଲାଣ। ଗାଡି ଚକ ଟାୟାର ଭିତରେ ଗଞ୍ଜେଇ ଭର୍ତ୍ତି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ କଲା ଜବତ। କଟକ ଓ ଏମ୍ ପି ଛକ ନିକଟରୁ ଜବତ ହୋଇଛି। ପାଖାପାଖି ୬୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଇଖତିସାର ଅନସାରି ଓ ସୁରଜ କୁମାରକୁ…