Browsing Tag

gold biscuits seized

ବଲାଙ୍ଗୀର ୱେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍, ସୁନା ବିସ୍କୁଟ ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର : ଆକାଉଣ୍ଟାଣ୍ଟଙ୍କ ଘରୁ ସୁନା ବିସ୍କୁଟ ଜବତ । ଭିଜିଲାନ୍ସ ଜାଲରେ ବଲାଙ୍ଗୀର ୱେସ୍କୋ ଆକାଉଣ୍ଟାଣ୍ଟ । ୱେସ୍କୋ ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଚଢାଉ ବେଳେ ସୁନା ବିସ୍କୁଟ ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ ହୋଇଛି ।