Browsing Tag

gold chain looted

ରାଜଧାନୀରେ ପୁଣି ଲୁଟ୍: ମହିଳାଙ୍କୁ ବିଚ୍ ରାସ୍ତାରେ ମାଡ ମାରି ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ଯୁଜ୍): ଭୁବନେଶ୍ବରରେ ସକ୍ରିୟ ଲୁଟେରା ଗ୍ଯାଙ୍ଗ। ପୁଣି ରାଜଧାନୀରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ।ଭୁବନେଶ୍ବର ଭିଏସଏସ୍ ନଗରରେ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ ମହିଳା ଜଣଙ୍କ ମନ୍ଦିରରୁ ଫେରୁଥିବା ସମୟରେ  ଭିଏସଏସ୍ ନଗର ରାସ୍ତା ଉପରେ ତାଙ୍କୁ…

ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ DSPଙ୍କ ଠାରୁ ବନ୍ଧୁକ ଦେଖାଇ ଚେନ୍‌ ଓ କାନଫୁଲ ଲୁଟି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ DSPଙ୍କ ବେକରୁ ସୁନାଚେନ୍‌ ଲୁଟ୍‌। ଘର ସାମ୍ନାରୁ ବାଇକ୍‌ରେ ଆସି ଲୁଟିନେଲେ ଦୁଇ ଦୁର୍ବୃତ୍ତ। DSP ଜଣକ ଘର ସକାଳେ ଘର ସାମ୍ନାରେ ଛିଡା ହୋଇଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ଚେନ୍‌ ଓ କାନଫୁଲ ଲୁଟି ପଳାଇ ଯାଇଥିଲେ।…