Browsing Tag

gold loot

ଆନନ୍ଦପୁର ଉପଖଣ୍ଡରେ ଲୁଟେରା ଆତଙ୍କ: ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ

ଆନନ୍ଦପୁର (କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡରେ ଲୁଟେରା ଆତଙ୍କ । ସିଆପଡାରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କା ସହ ୧୦ ଭରି ସୁନା, ଲାପଟପ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି । ଗତକାଲି ପ୍ରଶାନ୍ତ ସାହୁଙ୍କ ଘର କବାଟ ତାଡି…

ଘରେ ରାତିରେ ଶସସ୍ତ୍ର ଡକାୟତି, ଲୁଟିନେଲେ ଲକ୍ଷାଧିକଟଙ୍କା ଓ ସୁନାଗହଣା

ବାଙ୍କୀ(କେନ୍ୟୁଜ୍‌) : ରାତିରେ ଶସସ୍ତ୍ର ଡକାୟତି, ଲୁଟିନେଲେ ଲକ୍ଷାଧିକଟଙ୍କା ଓ ସୁନାଗହଣା। ନିଜ ମାଆ ଙ୍କୁ ଚିକିତ୍ସା କରିବା ପାଇଁ ଭୁବନେଶ୍ବରକୁ ନେଇ ଯାଇଥିବାର ସୁଯୋଗ ନେଇ ରାତିରେ ଘରେ ପଶି ଘରର ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ବାଙ୍କୀ ଥାନାଠାରୁ ମାତ୍ର ୩ କିଲୋମିଟର ଦୂରରେ…

ସ୍ୱାମୀ ସ୍ତ୍ରୀକୁ ଆକ୍ରମଣ କରି ହାତଗୋଡ଼ ବାନ୍ଧିଦେଲେ ୫ ଡକାୟତ, ନଗଦ ଟଙ୍କା ସହିତ ଲୁଟିନେଲେ ୫ଲକ୍ଷ ମୂଲ୍ଯର ସୁନାଗହଣା

ଆଳି(କେନ୍ୟୁଜ): ସ୍ୱାମୀ ସ୍ତ୍ରୀକୁ ଆକ୍ରମଣ କରିବା ସହ ହାତଗୋଡ଼ ବାନ୍ଧି ସୁନା ଗହଣା ଲୁଟ୍‌। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ବଡ଼ଆଙ୍କୁଅ ଗାଁରେ ଏହି ଘଟଣା ଘଟିଛି। କାଲି ବିଲମ୍ବିତ ରାତିରେ ଜଣଙ୍କ ଘରେ ୫ଜଣ ପଶି ସଶସ୍ତ୍ର ଡକାୟତି କରିଛନ୍ତି। ଘରେ ଥିବା ପାଖାପାଖି ୫ଲକ୍ଷ ଟଙ୍କାର ସୁନାଗହଣା…

ଗଞ୍ଜାମ ପୋଲସରା ଓ କବିସୂର୍ଯ୍ୟନଗର ଥାନାଞ୍ଚଳରେ ବିଭିନ୍ନ ଚୋରି ଘଟଣାରେ ୨ ଲୁଟେରା ଗିରଫ

ଭଞ୍ଜନଗର(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ପୋଲସରା ଓ କବିସୂର୍ଯ୍ୟନଗର ଥାନାଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲସରା ଥାନା ପୋଲିସ । ଉଭୟ ଥାନାଞ୍ଚଳର କିଛି ବ୍ୟକ୍ତିଙ୍କ ଘର ଓ ଦୋକାନ କବାଟ ଭାଙ୍ଗି ନଗଦ ଟଙ୍କା , ସୁନା ଅଳଙ୍କାର, ମୋବାଇଲ ଦୋକାନରୁ ବହୁ…

ବନ୍ଧୁକ ମୁନରେ ବ୍ଯବସାୟୀଙ୍କ ଘରୁ ୨୦ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୫ ଲକ୍ଷ ଲୁଟ୍

ରାଉଲକେଲା(କେନ୍ଯୁଜ୍): ବନ୍ଧୁକ ମୁନରେ ଲୁଟ୍‌ । ୨୦ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୫ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମାର୍କେଟରେ ଥିବା ଶ୍ରୀବସ୍ତ୍ରମ ଦୋକାନ ମାଲିକ କମଳ ଅଗ୍ରୱାଲଙ୍କ ଘରେ ଲୁଟ୍‌ ହୋଇଛି। ଗତକାଲି ରାତି ୩ଟାରେ ଘର ପଛପଟ କବାଟ ଭାଙ୍ଗି…

ସୁନା ସଫେଇ ନାଁରେ ଲୁଟ୍, ଦୁଇ ଚୋରକୁ ବାନ୍ଧିଲେ ଗ୍ରାମବାସୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ବମୁଆ ଗାଁରେ ଦୁଇ ସୁନା ଚୋରକୁ କାବୁ କରି ବାନ୍ଧିଛନ୍ତି ଗ୍ରାମବାସୀ। ସୁନା ସଫେଇ କରିବା ବାହାନାରେ ଏମାନେ ଲୁଟ କରୁଥିଲେ। ସୁନା ଚେନଗୁଡିକୁ ସଫା କରିବା କହି ଗାଏବ କରି ଦେଉଥିଲେ ଅରିଜିନାଲ ସୁନା। ଆଉ…

କଟକରେ ବଡ ଧରଣର ଲୁଟ୍: ବନ୍ଧୁକ ଦେଖାଇ ୧୦ କୋଟିର ସୁନା ଲୁଟିନେଲେ ଦୁର୍ବୃତ୍ତ

କଟକ: କଟକରେ ବଡ ଧରଣର ଲୁଟ୍‌ । ରିଭରବଲ୍‌ ଦେଖାଇ ୧୦ କୋଟିର ସୁନା ଲୁଟିନେଲେ ଦୁର୍ବୃତ୍ତ । ଆଇଆଇଏଫ୍‌ଏଲ୍‌ ସଂସ୍ଥାରୁ ଲୁଟ୍‌ ହୋଇଛି। ଘଟଣାସ୍ଥଳରେ ପହଂଚିଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଆଇଆଇଏଫ୍‌ଏଲ୍‌ ସଂସ୍ଥା ସୁନା ଋଣ ଦେଇଥାଏ। ଅନ୍ଯପଟେ ପୋଲିସ୍ ପ୍ରଶାସନ ଅପରାଧ ମୁକ୍ତ ସହର…

ଲୁହା ଛଡ ଦେଖାଇ ସୁନା ବେପାରୀଙ୍କ କର୍ମଚାରୀଙ୍କଠାରୁ ଲୁଟିନେଲେ ୩୨ଲକ୍ଷ ଟଙ୍କାର ଅଳଙ୍କାର

ବରଗଡ଼ : ସୁନା ବେପାରୀଙ୍କ କର୍ମଚାରୀଙ୍କ ଠାରୁ ଲୁଟ । ଲୁହା ଛଡ ଦେଖାଇ ସୁନା ଓ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ୮ଶହ ଗ୍ରାମ ସୁନା ସହ ନଗଦ ୨ଲକ୍ଷ ୪୦ହଜାର ଟଙ୍କା ଲୁଟି ଫେରାର ହୋଇଛନ୍ତି ଲୁଟେରା । ଏନେଇ ସୁନା ବେପାରୀ ସାଗର ଜେନ ବରଗଡ଼ ଜିଲ୍ଲା ସୋହୋଲ ଥାନାରେ ଅଭିଯୋଗ କରିଛନ୍ତି ।…

ପୁଣି ସୋରରେ ପଲ୍ସର ଆତଙ୍କ, ଭୂଜାଲି ଦେଖାଇ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଗହଣା

ସୋର: ପୁଣି ସୋରରେ ପଲ୍ସର ଆତଙ୍କ। ଭୂଜାଲି ଦେଖାଇ ୫ଶହ ଗ୍ରାମର ସୁନା ଲୁଟ। କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଜଣେ ସୁନା କାରିଗର ପ୍ରାୟ ୫ଶହ ଗ୍ରାମର ସୁନା ଅଳଙ୍କାର ନିର୍ମାଣ କରି ବାଲେଶ୍ବରରେ ବିଭିନ୍ନ ସୁନା ଦୋକାନୀଙ୍କୁ ଦେବା ପାଇଁ ଯାଉଥିଲେ । ଠିକ୍ ସେହି ସମୟରେ ୧୬ନଂ ଜାତୀୟ…

ଗଞ୍ଜାମ: ଲୁଟ କରିବାର ଭିନ୍ନ ତରିକା, ସୁନା ବ୍ୟବସାୟୀଙ୍କ ଉପରକୁ ଲଙ୍କା ଗୁଣ୍ଡ ଫିଙ୍ଗି  ଓ ମାରାଣାସ୍ତ୍ରରେ ଆକ୍ରମଣ…

ଛତ୍ରପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଛତ୍ରପୁର  କୋର୍ଟ ଷ୍ଟେସନ ନିକଟ ଗଳା ଶଙ୍ଖ ରାସ୍ତାରେ ଏକ ବଡ଼ ଧରଣରୁ ଲୁଟ କରିଛନ୍ତି ଲୁଟେରା  । ବ୍ୟବସାୟୀଙ୍କୁ ଆକ୍ରମଣ କରି ପ୍ରାୟ ୭ ଶହ ଗ୍ରାମ ସୁନା ଓ ୨୦ କିଲୋଗ୍ରାମ ରୁପା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ  ।  ସୁନା…

କଟକ : ବନ୍ଧୁକ ଦେଖାଇ ୨୫ଭରି ସୁନା ଲୁଟିନେଲେ ଦୁର୍ବୃତ୍ତ

କଟକ (କେନ୍ୟୁଜ୍) : ୨୫ଭରି ସୁନା ଲୁଟିନେଲେ ଦୁର୍ବୃତ୍ତ । କଟକ ତୋରଡ ଛକରେ ଜଣେ ଘର ମାଲିକଙ୍କୁ ଆକ୍ରମଣ କରି ଲୁଟ୍‌ ହୋଇଛି । ଗତକାଲି ରାତିରେ ସୁଧାଂଶୁ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨୫ ଭରି ସୁନା ସହ ଟଙ୍କା ଲୁଟି ନେଇଛନ୍ତି । ଆଜି ଜଗତପୁର…

ସୁନା ଋଣ ପ୍ରଦାନକାରୀ ସଂସ୍ଥା କାର୍ଯ୍ୟାଳୟରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ ବିଫଳ, ଦୁର୍ବୃତ୍ତଙ୍କ…

ବ୍ରହ୍ମପୁର(କେନ୍ୟୁଜ୍) : ପୁଣି ବ୍ରହ୍ମପୁର ସହରରେ ଜନ ଗହଳିପୁର୍ଣ୍ଣ ଅଞ୍ଚଳରେ ଲୁଟେରା ମାନେ ଲୁଟ୍ ଉଦ୍ୟମ କରି ପୋଲିସକୁ ଦେଇଛନ୍ତି ଖୋଲାଖୋଲି ଚ୍ୟାଲେଞ୍ଜ । ଆଜି ଦିନ 11ଟା ବେଳେ ଦୁର୍ବୃତ୍ତମାନେ କାର୍ଯ୍ୟାଳୟରେ ପଶି କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି।…