Browsing Tag

government bans

ଦିଲ୍ଲୀରେ ଥମୁନି ବାୟୁ ପ୍ରଦୂଷଣ: ପେଟ୍ରୋଲ ଓ ଡିଜେଲ ଗାଡି ଗୁଡିକର ପ୍ରବେଶ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ 'ଅତ୍ୟନ୍ତ ଖରାପ' ସ୍ତରରେ ରହିଛି । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ର ଅବନତି ସହିତ ପ୍ରଦୂଷଣର ସ୍ତର ପୁଣି ବୃଦ୍ଧି ପାଇଛି | ଆଜି ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୮୬ ରେ ରେକର୍ଡ କରାଯାଇଛି, ଯାହା ଅତ୍ୟନ୍ତ ଖରାପ…