Browsing Tag

government employee

ଡିଏମ୍ ଦେଲେ ଆଦେଶ, “ଜିନ୍ସ ଏବଂ ଟି-ସାର୍ଟ ପିନ୍ଧି କର୍ମଚାରୀ ଆସିପାରିବେନି କାର୍ଯ୍ୟଳୟ”

ବିଜାପୁର : ଛତିଶଗଡ଼ର ବିଜାପୁର ଜିଲ୍ଲାର ଡିଏମ୍ ସରକାରୀ କର୍ମଚାରୀଙ୍କ ମନପସନ୍ଦ ପୋଷାକ ପରିଧାନ ଉପରେ ରୋକ ଲଗାଇଛନ୍ତି। କାର୍ଯ୍ୟଳୟ ମାନଙ୍କ ପାଇଁ ନିୟମ ଜାରି କରିବାକୁ ଯାଇ ଡିସଟ୍ରିକ୍ଟ ମ୍ୟାନେଜର ଏକ ଅଦ୍ଭୁତ ପ୍ରକାରର ନିୟମ ଲାଗୁ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ସରକାରୀ କର୍ମଚାରୀ…