Browsing Tag

government employees

ସରକାରୀ କର୍ମଚାରୀଙ୍କ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ, ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା…

ଭୁବନେଶ୍ୱର (କେନ୍ୟୁଜ): ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦…

ଏଣିକି ଦିନକୁ ୧୨ ଘଣ୍ଟା କାମ, ୩ ଦିନ ଛୁଟି! ୩୦୦ Earned Leave ପାଇବେ କର୍ମଚାରୀ, ଜାଣନ୍ତୁ କେବେଠାରୁ ହେଉଛି ନିୟମ…

ନୂତନ ବେତନ କୋଡ୍‌କୁ ନେଇ ଜବରଦସ୍ତ ଚର୍ଚ୍ଚା ଚାଲିଛି। ପ୍ରଥମେ ଏହା ଅକ୍ଟୋବର ୨୦୨୧ରେ ଲାଗୁ ହେବାର ଥିଲା। କିନ୍ତୁ ରାଜ୍ୟ ସରକାରମାନଙ୍କର ଅଟକଳ କାରଣରୁ ଏହାକୁ ଲାଗୁ କରାଯାଇ ପାରି ନ ଥିଲା। ଏବେ ଏହି ନିୟମ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨ରେ ଲାଗୁ କରାଯାଇ ପାରେ। ଏହି ଅବଧି ପର୍ଯ୍ୟନ୍ତ…

ସରକାରୀ କର୍ମଚାରୀ ପିନ୍ଧିପାରିବେନି ଟି-ସାର୍ଟ, ଜିନସ୍ ଏବଂ ସ୍ଲିପର : ନିର୍ଦ୍ଦେଶନାମା ଜାରି କଲା ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର : ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଡ୍ରେସ କୋଡ । ପିନ୍ଧି ପାରିବେନି ଟି-ସାର୍ଟ, ଜିନସ୍‌ । ଏମିତିକି ସ୍ଲିପର ପିନ୍ଧି ଅଫିସକୁ ଆସିପାରିବେନି କର୍ମଚାରୀ । ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ଏହାସହ ସପ୍ତାହର ଗୋଟିଏ ଦିନ ଖଦି ଡ୍ରେସ…

ସରକାରୀ କର୍ମଚାରୀଙ୍କ ଦଶହରା ଭେଟି ପେଡି, ଭାଇରାଲ ହେଉଛି ଭିଡିଓ

ଖୋର୍ଦ୍ଧା: ଗଳି ଗଳିର ଦାଦା ମାନଙ୍କୁ ପୋଲିସ କମିଶନରଙ୍କ ସତର୍କବାଣୀ। ଭୁବନେଶ୍ୱର ଓ କଟକକୁ ଦାଦାବଟୀ ମୁକ୍ତ କରାଯିବ। ଯଦି କେହି ଦାଦାବଟି ନେଉଥିବାର ଅଭିଯୋଗ ଆସେ ତେବେ ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଦାଦାବଟି ରୋକିବା ପାଇଁ କମିଶନରେଟ ପୋଲିସ ଦ୍ବାରା ସ୍ବତନ୍ତ୍ର…

ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ଆଜିଠୁ କଟକ ଭୁବନେଶ୍ୱର ମଧ୍ୟରେ ଚାଲିଲା ବସ୍

କଟକ: ଆଜିଠୁ କଟକ ଭୁବନେଶ୍ୱର ମଧ୍ୟରେ ଚାଲିଲା ବସ୍‌ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ଚାଲିଲା ବସ୍‌ । ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ଗୋଟିଏ ବସ ଚାଲିଛି । କଟକରୁ ବାହାରିଥିବା ବସ୍‌ ଭୁବନେଶ୍ୱର ଖାରବେଳ ଭବନ, ରାଜୀବ ଭବନ ଦେଇ ସଚିବାଳୟରେ ପହଞ୍ଚିଛି । ଅପରାହ୍ନ ୫ଟାରେ ଅଫିସ୍‌…