ବଢିଲା ଜାତୀୟ କ୍ରୀଡା ପୁରସ୍କାର ରାଶି, କ୍ରୀଡା ମନ୍ତ୍ରୀ କଲେ ଘୋଷଣା
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ କ୍ରୀଡା ପୁରସ୍କାର ରାଶିର ପରିମାଣକୁ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଏହି ଦିବସରେ ପ୍ରଦାନ କରାଯାଉଥିବା ମୋଟ ୭ ବର୍ଗ ମଧ୍ୟରୁ ୪ ବର୍ଗରେ ପୁରସ୍କାର…