ନୃତ୍ୟ ଜରିଆରେ ରୋଗୀଙ୍କ ଚିକିତ୍ସା କରିବେ ଡାକ୍ତର : ଦିଲ୍ଲୀ ସରକାର
ଡାକ୍ତର-ରୋଗୀଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୁଷ୍ଟକୁ କମ୍ କରିବା ପାଇଁ ଦିଲ୍ଲୀରେ ଏବେ ନୃତ୍ୟ ଜରିଆରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ଦିଲ୍ଲୀ ସରକାର ଏହାର ସୂତ୍ରପାତ ପୂର୍ବ ଦିଲ୍ଲୀର ଗୁରୁ ତ୍ୟାଗ ହସପିଟାଲରେ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ ଏହି ସୂଚନା ଦେଇଛନ୍ତି।…